ଆଣ୍ଟିଲିଆ ବିସ୍ଫୋରକ ଜବତ ମାମଲା; ମୁମ୍ବାଇ ପୋଲିସ ଅଧିକାରୀ ସୁନୀଲ ମାନେ ଗିରଫ
ନୂଆଦିଲ୍ଲୀ: ଆଣ୍ଟିଲିଆ ବିସ୍ଫୋରକ ଜବତ ଘଟଣାର ଅନୁସନ୍ଧାନ କରୁଥିବା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଗୁରୁବାର ରାତିରେ ମୁମ୍ବାଇ ପୋଲିସ ଅଧିକାରୀ ସୁନୀଲ ମାନେଙ୍କୁ ଗିରଫ କରିଛି। ବର୍ତ୍ତମାନ ନିଲମ୍ବିତ ହୋଇଥିବା ସଚିନ ୱାଜେ ଏବଂ ରିୟାଜ କାଜୀଙ୍କ ପରେ ମାନେ ମୁମ୍ବାଇ ପୋଲିସର ତୃତୀୟ…