ଭୁବନେଶ୍ୱରର ୪୩ଟି ସ୍ଥାନରେ ଓ କଟକର ୨୫ଟି ସ୍ଥାନରେ ପୋଲିସର ନାକାବନ୍ଦୀ
ଭୁବନେଶ୍ୱର: ଟ୍ୱିନ୍ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ଶନିବାର ସକାଳୁ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ ହୋଇ ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି…