Latest Odisha News

BREAKING NEWS

ଟୁଲ୍କିଟ୍ ଷଡଯନ୍ତ୍ର ମାମଲା: ଆଜି କୋର୍ଟରେ ହାଜର ହେବେ ଦିଶା ରବି

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ସହ ଜଡିତ 'ଟୁଲ୍କିଟ୍' ଷଡଯନ୍ତ୍ର ମାମଲାରେ ଗିରଫ ହୋଇଥିବା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଶୁକ୍ରବାର ଦିନ ପଟିଆଲା କୋର୍ଟରେ ହାଜର ହେବେ। ଆଶା କରାଯାଉଥିବା ଶୁଣାଣିର ଫଳାଫଳ ସ୍ଥିର କରିବ ଯେ ବେଙ୍ଗାଲୁରୁର ୨୨ ବର୍ଷୀୟ ଜଳବାୟୁ କାର୍ଯ୍ୟକର୍ତ୍ତାଙ୍କୁ…

ମୟୂରଭଞ୍ଜ ସାରସକଣା ଦୁର୍ଘଟଣା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ, ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ମୟୂରଭଞ୍ଜ:ମୟୂରଭଞ୍ଜ ସାରସକଣା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ…

ଏହି କାରଣ ଯୋଗୁ ପୋଷା କୁକୁର ‘ଜିନୋ’ର ଇନ୍‌ଷ୍ଟା ଆକାଉଣ୍ଟ୍‌ ବ୍ୟବହାର କରିପାରିବେନି ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ନିକ ଜୋନାସ ନିକଟରେ ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ସେମାନଙ୍କର ପୋଷା କୁକୁର ଜିନୋଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାରକୁ ବାରଣ କରାଯାଇଛି। ହେଲେ କଣ ରହିଛି ଏହା ପଛର କାରଣ। ନିକ୍‌ ପ୍ରିୟଙ୍କାଙ୍କୁ ପୋଷା କୁକୁର…

ଦୁଃଖଦ ଘଟଣା : ୧୫ ଦିନ ତଳେ ନିର୍ବନ୍ଧ ହୋଇଥିବା ମୂକବଧୀର ଯୋଡିଙ୍କ ମୃତଦେହ ଉଦ୍ଧାର

ସୁରଟ: ସୁରଟର ନାନପୁରା ଅଂଚଳରେ ଏକ ଦୁଃଖଦ ଘଟଣା ଘଟିଛି । ୧୫ ଦିନ ତଳେ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଏକ ମୁକବଧୀର ଯୋଡିଙ୍କ ମୃତଦେହ ବାଥରୁମରୁ ଉଦ୍ଧାର ହୋଇଛି । ଉଭୟ ଫେସବୁକ ମାଧ୍ୟମରେ ପରସ୍ପର ନିକଟତର ହେବା ସହ ପ୍ରେମରେ ପଡିଥିଲେ । ଉଭୟଙ୍କ ବିବାହ ଏପ୍ରିଲରେ ହେବାକୁ ଥିଲା । ୨୧ ବର୍ଷୀୟ…

ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ, ଚାଷୀଙ୍କ ଠାରୁ ନେଉଥିଲେ ୨୬ ହଜାର ଲାଞ୍ଚ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ । ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବୁଗୁଡ଼ା ବ୍ଲକ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ ଉମା ଚରଣ ବେହେରା । ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଚାଷୀଙ୍କ ଫିଲ୍ଡ…

ଚାଷୀ ପ୍ରସଙ୍ଗରେ ବିଧାନସଭା ଠପ୍, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାରେ ଚାଷୀ ଝଡ଼ । ଅଧିବେଶନର ଦ୍ୱିତୀୟ ଦିନରେ ବିରମ୍ବାର ଗୃହ ମୁଲତବୀ । ପ୍ରଥମେ ସାଢ଼େ ୧୧ଟା ଓ ପରେ ଅପରାହ୍ଣ ୪ଟା ଯାଏ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଆଜି ଅଧିବେଶନ ଆରମ୍ଭ…

ଓଡ଼ିଶା ପାଇଁ NMAର ବାଇ ଲ’ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ଓଡ଼ିଶାର ପୁରାତନ କୀର୍ତ୍ତିରାଜିର ବିକାଶ ନିହାତି ଆବଶ୍ୟକ । କିନ୍ତୁ ଆଇନକୁ ଭଙ୍ଗ କରି କିମ୍ବା ଅଣଦେଖା କରି ଏହା ହେବା ଅନୁଚିତ । ଓଡ଼ିଶା ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ବା NMAର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗରେ ଟ୍ୱିଟ୍ କରି ଏହି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର…

ଶାଶୁଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇପଡ଼ିଲେ କାଜୋଲ୍‌; କହିଲେ ଏମିତି କଥା

ନୂଆଦିଲ୍ଲୀ: କାଜୋଲ ଏବଂ ଅଜୟ ଦେବଗନ ହେଉଛନ୍ତି ବଲିଉଡର ଆଇଡଲ ସେଲିବ୍ରିଟି ଦମ୍ପତି। ଉଭୟଙ୍କ ଯୋଡି ବଲିଉଡ୍‌ର ଏକ ହିଟ୍‌ ଯୋଡ଼ି। ତେବେ କାଜୋଲ ତାଙ୍କ ଶାଶୁ ଏବଂ ଅଜୟ ଦେବଗାନଙ୍କ ମା ବୀଣା ଦେବଗନଙ୍କ ଅତି ନିକଟତର। ଫେବୃଆରୀ ୧୯ରେ, ବୀଣା ଦେବଗନଙ୍କ ଜନ୍ମଦିନରେ, କାଜୋଲ ତାଙ୍କର ଏକ ଫଟୋ…

ବିଧାୟକଙ୍କ ଦରବୃଦ୍ଧି ପ୍ରତିବାଦ; ସାଇକେଲରେ ବିଧାନସଭା ଆସିଲେ, ଚୂଲ୍ଲା ଟେକି ଆଣିଲେ

ପାଟଣା: ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ସହ ଏଲପିଜି ଦର । ଯାହାର ପ୍ରଭାବ ପଡ଼ିଛି ସିଧା ଖାଉଟିଙ୍କ ଉପରେ । ପେଟ୍ରୋଲଜାତ ପଦାର୍ଥର ଅହେତୁକ ଦରବୃଦ୍ଧିକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ସରକାର ବିଧାୟକମାନଙ୍କ ଲାଗି ଗାଡ଼ି ସହ ତେଲଖର୍ଚ୍ଚ ଯୋଗାଇ ଦେଉଛନ୍ତି । ଦରବୃଦ୍ଧି…

ସିଡିଏ ‌ସେକ୍ଟର-୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଦନ୍ତା ହାତୀ, ଭୟଭୀତ ଅଞ୍ଚଳବାସୀ

କଟକ: କଟକ  ସିଡିଏ ୧୩ ନମ୍ୱର ଅଞ୍ଚଳରେ ପୁଣି ହାତୀ ଆତଙ୍କ । ଏକ ହାତୀ ରେଭନ୍ସା ଦ୍ୱିତୀୟ କ୍ୟାମ୍ପସ ପାଚେରୀ ଭାଙ୍ଗି ଭିତରକୁ ପ୍ରବେଶ କରିଛି । କ୍ୟାମ୍ପସ ପରିସରରେ ଘନ ଜଙ୍ଗଳ ରହିଥିବାରୁ ହାତୀ କେଉଁଠି ଅଛି ତାକୁ ଠାବ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛି ବିନ ବିଭାଗ । ବନ ବିଭାଗର ୧୫ରୁ ଅଧିକ…