Latest Odisha News

BREAKING NEWS

ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୧୪ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ତିନି ଦିନିଆ ସାଧାରଣ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏକ ବିଜ୍ଞପ୍ତିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା (ସିୟୁଏ) ର…

କଷ୍ଟ ଦୂର ପାଇଁ ଲୋକେ ଡ୍ରଗ୍ସ ନିଅନ୍ତି: ପୂଜା ଭଟ୍ଟ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାର ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି କଥାରେ ଏବେ ସଂସଦରେ ଯାଇ ପହଂଚିଛି । ସେପଟେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଦୁଇ ଫାଳ ହୋଇଯାଇଛି । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟ ଅଛି ପୁରା ଭଟ୍ଟ ପାରିବାର । ସୁଶାନ୍ତ ମାମଲାରେ…

ଚୀନ୍‌ର ନୂଆ ଚାଲ: ସୀମାରେ ମାଇକ ଲଗାଇ ବଜାଉଛି ପଞ୍ଜାବୀ ଗୀତ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତୀୟ ସେନା ଠାରୁ ବାରମ୍ୱାର ମାତ୍ ଖାଇବା ପରେ ବି କିଛି ଶିଖୁନି ଚୀନ୍ । ଏବେ ଭାରତୀୟ ସେନାକୁ ଉସୁକାଇବାକୁ ନୂଆ ଚାଲ୍ ଚଲାଇଛି ଚୀନ୍ । ଲଦାଖର ଏଲଏସିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଉତେଜନାପୁର୍ଣ୍ଣ ସ୍ଥିତି ଲାଗି ରହିଛି । ଏହି ଅବସରରେ ପ୍ରତିଦିନ ଭାରତ…

ସିଭିଲ ସର୍ଭିସ ପରୀକ୍ଷାରୁ ହଟିବ ନାଇଁ ଦକ୍ଷତା ପରୀକ୍ଷା (CSAT): ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାରୁ ସିଭିଲ ସର୍ଭିସ ଆପଟିଟୁଡ଼ ଟେଷ୍ଟ (CSAT) କୁ ବାଦ ଦେବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ସରକାର ଗୁରୁବାର କହିଛନ୍ତି। CSAT ସିଭିଲ୍ ସର୍ଭିସ୍ ପ୍ରାଥମିକ ପରୀକ୍ଷାର ଏକ ଅଂଶ | CSAT ଛାଡିବାକୁ ଯୋଜନା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନ ଉପରେ…

ସରିଲା ଅନଲାଇନ ସର୍ଭେ, ପ୍ରସ୍ତୁତ ହେଲା ବିକଳ୍ପ ଏକାଡେମିକ କ୍ୟାଲେଣ୍ଡର: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଶିକ୍ଷାର ପରିସ୍ଥିତିକୁ ବୁଝିବା ପାଇଁ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ଏକ ଅନଲାଇନ୍ ସର୍ଭେ କରିଛି ବୋଲି ଗୁରୁବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ସୂଚନା…

ଟ୍ୱିଇଟରରେ ଟ୍ରେଣ୍ଡ କରୁଛି #NationalUnemploymentDay

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିବସ । ଏହି ଅବସରରେ ତାଙ୍କ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ କିଛି ଯୁବପିଢ଼ି ଟୁଇଟରରେ #NationalUnemployment ଅଭିଯାନ ଆରମ୍ଭ କରିଛନ୍ତି। ଯାହା ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି । କିଛି ଟ୍ୱିଟର…

ଚା’ ବିକିଲେ, ପ୍ରତିବାଦ କଲେ

କଟକ: ଚା’ ବିକୁଛନ୍ତି ଶିକ୍ଷିତ ଯୁବକ । ଆଜି ଏଭଳି ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି କଟକ ସହରରେ । ଆଜି ସାରା ବିଶ୍ୱରେ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ କଟକ ଜିଲ୍ଲାପାଳଙ୍କ ଅଫିସ ଆଗରେ କିନ୍ତୁ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ…

ଧାର୍ମିକ ସ୍ଥାନ ଗୁଡିକୁ ‘ମହା ତୀର୍ଥ ଭୂମି’ ରୂପେ ଚିହ୍ନଟ କରିବାକୁ ନିର୍ଦେଶ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଧାର୍ମିକ ସ୍ଥାନ ଗୁଡିକୁ 'ମହା ତୀର୍ଥ ଭୂମି' ବୋଲି ନାମିତ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୁଲିଆର ଡୁଲଘାଟାର ମନ୍ଦିର ଠାରୁ ଆରମ୍ଭ କରି ମାଲଦା ଜିଲ୍ଲା ବଙ୍ଗଳାର ହଜରତ ପାଣ୍ଡୁଆରେ ସାଧୁ ନୁର କୁଟ ବାଲାମଙ୍କ ସମାଧି ପର୍ଯ୍ୟନ୍ତ…

୨୦୨୧ ଆରମ୍ଭ ସୁଦ୍ଧା ଭାରତରେ ଉପଲବ୍ଧ ହେବ କରୋନା ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୦୨୧ ମସିହା ଆରମ୍ଭ ବେଳକୁ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ରାଜ୍ୟସଭାରେ ପ୍ରକାଶ କରିଛନ୍ତି। “ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ କରୋନା ଟିକା ପାଇଁ ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ…

ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଞ୍ଚ

ଭୁବନେଶ୍ୱର: ଏଣିକି ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଂଚ । କଟକ-ଭୁବନେଶ୍ୱର କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଂଚଳ ଓ ହଟ୍‌ସ୍ପରେ କୋଭିଡ ଚେକିଂ ଜୋରଦାର ହେବ । ଏଥିପାଇଁ ଭୁବନେଶ୍ୱରୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି,…