ବିଏସଏନଏଲ ଆଣିଲା ‘ୱାର୍କ ଫ୍ରମ ହୋମ’ ଫ୍ରି ପ୍ଲାନ, ଜାଣନ୍ତୁ
ଭୁବନେଶ୍ୱର: କରୋନାଭାଇରସ୍ ଭୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଘରେ ରହି କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏବେ ବିଏସଏନଏଲ ଆଣିଛି ‘ୱାର୍କ ଫ୍ରମ ହୋମ’ ବ୍ରୋଡବ୍ୟାଣ୍ଡ ପ୍ଲାନ ବ୍ୟବସ୍ଥା ।
ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ଲାନ୍ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଉପଭୋକ୍ତାଙ୍କ ଲାଗି…