ରେସ ୱାକର ରାହୁଲ, ପ୍ରିୟଙ୍କା, ସନ୍ଦୀପ ହାସଲ କଲେ ଅଲିମ୍ପିକ ଯୋଗ୍ୟତା
ନୂଆଦିଲ୍ଲୀ: ଭାରତର ରେସ ୱାକର ରାହୁଲ କୁମାର, ସନ୍ଦୀପ କୁମାର ଓ ପ୍ରିୟଙ୍କା ଗୋସ୍ୱାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ନ୍ୟାଶନାଲ ଓପନ ରେସ ୱାକିଂରେ ସନ୍ଦୀପ ଓ ପ୍ରିୟଙ୍କା ୨୦କିମି ବିଭାଗରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଅଲିମ୍ପିକ କ୍ୱାଲିଫିକେଶନ ଟାଇମ…