Latest Odisha News

BREAKING NEWS

ପୋଡ଼ି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦ୍ରାପଡ଼ା: ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ । ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଘର ଭିତରେ ପୋଡ଼ି ହୋଇ…

ଉତ୍ତରାଖଣ୍ଡ ପ୍ରଳୟକୁ ସପ୍ତାହେ; ତପୋବନ ସୁଡ଼ଙ୍ଗରୁ ଆଉ ୫ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ୍: ସପ୍ତାହେ ହେଲା ସ୍ତବ୍ଧ ତପୋବନ । ଚାମୋଲି ଜିଲ୍ଲାରେ ବରଫ ପାହାଡ଼ ଧସିବା ପରେ ସୃଷ୍ଟି ହୋଇଥିଲା ଜଳପ୍ରଳୟ । ପ୍ରକୃତିର କୋପ ଆଗରେ ନିସହାୟ ହୋଇ ଯାଇଥିଲେ ସମସ୍ତେ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ରବିବାର ଉଦ୍ଧାର କାର୍ଯ୍ୟ ବେଳେ ତପୋବନ ସୁଡ଼ଙ୍ଗରୁ ଆଉ ୫…

ମାଲକାନଗିରିରୁ ହନୁମାନ ପଇସା ରାକେଟର ପର୍ଦ୍ଦାଫାସ, ୩ ଗିରଫ

ମାଲକାନଗିରି: ହନୁମାନ ପଇସା ରାକେଟ୍‌ର ପର୍ଦ୍ଦାଫାସ୍‌ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଗିରଫ ହୋଇଛନ୍ତି ୩ ଜଣ । ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି ଚିତ୍ରତକୋଣ୍ଡା ଥାନା…

ପୁଣି ମହାଭିଯୋଗରୁ ବର୍ତ୍ତିଗଲେ ଟ୍ରମ୍ପ, ସପକ୍ଷରେ ଭୋଟ୍ ଦେଲେ ରିପବ୍ଲିକନ ପାର୍ଟିର ୭ ସାଂସଦ

ୱାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି ।  କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା…

ବାଲୁକା କଳାରେ ଭାଲେଣ୍ଟାଇନ୍ ଡେ’ ଶୁଭେଚ୍ଛା, ଦେଶକୁ ଭଲ ପାଇବାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ଆଜି ଭଲେଣ୍ଟାଇନ ଡେ' ବା ପ୍ରେମ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ବାର୍ତ୍ତା ବି ଦେଇଛନ୍ତି । ଭାଲେଣ୍ଟାଇନ…

ବସ-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୧୩ ଜୀବନ, ୪ ଜଣ ଗୁରୁତର

ଆନ୍ଧ୍ରପ୍ରଦେଶ: ଅଶୁଭ ରବିବାର । ଭୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବସ୍ ମଧ୍ୟରେ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୪ ଜଣ । ମୃତକଙ୍କ ମଧ୍ୟରେ ୮ ମହିଳା, ୫ ପୁରୁଷ, ଜଣେ ଶିଶୁ ଅଛନ୍ତି । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲା ଦେଇ ଯାଇଥିବା…

ତାମିଲନାଡ଼ୁ ଓ କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ସେନାରେ ସାମିଲ୍ ହେବ ‘ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡ଼ୁ ଓ କେରଳ ରାଜ୍ୟ ଗସ୍ତରେ ଯିବେ । ଚେନ୍ନାଇରେ ମୋଦି ଅଲଗା ଅଲଗା ପ୍ରକଳ୍ପକୁ ଉଦଘାଟନ କରିବେ । ଏହାସହ ଅର୍ଜୁନ୍ ଟ୍ୟାଙ୍କ (ଏମକେ-୧ଏ)କୁ ସେନାରେ ସାମିଲ୍ କରାଯିବ । ଏହାପରେ ପିଏମ୍ ମୋଦି କେରଳ ଯାଇ କୋଚ୍ଚିରେ ବିଭିନ୍ନ…

ବିଳମ୍ବିତ ରାତିରେ ରାଜଧାନୀରେ ବୋମା ମାଡ଼

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୋମାମାଡ଼ । କଳ୍ପନା ଛକରୁ ଲକ୍ଷ୍ମୀସାଗର ରାସ୍ତା ମଧ୍ୟରେ ଥିବା ଏକ ବାର୍ ସମ୍ମୁଖରେ ଏହି ବୋମା ମାଡ଼ ହୋଇଥିଲା । ତେବେ ଏହାର ଶବ୍ଦ ଏତେ ପ୍ରଖର ଥିଲା ଯେ ପ୍ରକମ୍ପି ଉଠିଥିଲା ପୁରା ଅଞ୍ଚଳ। ଏହାକୁ ନେଜ ଆଖପାଖରେ ଥିବା…

ବଡ଼ ଦେଉଳରେ ଭକ୍ତଙ୍କ ଗହଳି; ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ କରାଯାଇଛି ।ଏହାପରେ ମହାପ୍ରଭୁଙ୍କୁ ପହଡ଼ ପଡିଥିଲା । ଏହି ଦୁର୍ଲଭ ପଦ୍ମ ବେଶରେ ଆଜି ମହାପ୍ରଭୁ ମଙ୍ଗଳ ଆଳତି କରାଯାଇଛି । ଆଜି ସକାଳେ ଅବକାଶ ନୀତି ଯାଏଁ ଭକ୍ତ ଏବଂ…

କବିତାର ନେପଥ୍ୟରେ ଥାଏ ସଙ୍ଗୀତ ଆଉ ଆଙ୍ଗିକରେ ଥାଏ ଇଙ୍ଗିତ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଜଣାଶୁଣା ନାମ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ। ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…