Odisha Cold Wave: ଜାଡ଼ରେ ଥରହର ସାରା ଓଡ଼ିଶା, ଶୂନ ଡିଗ୍ରୀକୁ ଖସିଲା ଶିମିଳିପାଳ ପାରଦ
ଭୁବନେଶ୍ୱର: ଶୂନ ଡିଗ୍ରୀ ହେଇଗଲା ଶିମିଳିପାଳ। ୧୦ ଡିଗ୍ରୀ ତଳେ ୨୩ ସହର। ଜାଡ଼ରେ ଥରହର ସାରା ଓଡ଼ିଶା। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି ରାଜ୍ୟରେ ଆହୁରି ୫ ଦିନ ଯାଏଁ ଲାଗି ରହିବ ଶୀତ ଲହରୀ। ଜି.ଉଦୟଗିରିରେ ୩ ଡିଗ୍ରୀ ଓ ସେମିଳିଗୁଡ଼ା ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ୍।…