Latest Odisha News

BREAKING NEWS

ଚଳିତ ଖରିଫ ଋତୁରେ ​ପଞ୍ଜୀକରଣରେ ଓଡ଼ିଶାର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଚଳିତ ଖରିଫ ଋତୁ (୨୦୨୬-୨୭) ପାଇଁ ଧାନ କିଣାରେ ରେକର୍ଡ ସୃଷ୍ଟି ହୋଇଛି। ୨୧.୪୨ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ହୋଇ ସାରିଥିବା ବେଳେ ଯେଉଁମାନେ ପଞ୍ଜୀକରଣ କରିନଥିଲେ, ସେମାନଙ୍କ ପାଇଁ କାଲି ରାତି ଯାଏଁ ଶେଷ ସୁଯୋଗ ଥିଲା। ହେଲେ ଆଉ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି…

ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ: ଜାଣନ୍ତୁ ୧୦ ଦିନିଆ ଗଣପତି ପୂଜାର ସମ୍ପୂର୍ଣ୍ଣ ବିଧି ଓ ମହତ୍ତ୍ୱ

ଭାରତୀୟ ସଂସ୍କୃତି ତଥା ହିନ୍ଦୁ ଧର୍ମରେ ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ସାରା ଦେଶରେ ପବିତ୍ର ଗଣେଶ ଚତୁର୍ଥୀ ଅତି ଉତ୍ସାହର ସହ ପାଳନ କରାଯାଏ । ଏହି ମହାପର୍ବ ଚତୁର୍ଥୀଠାରୁ…

ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର: କ୍ଷୀର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବଢ଼ାଇଲା ଓମ୍‌ଫେଡ୍

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କ ପାଇଁ ଏକ ବଡ଼ ତଥା ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟର ଅଗ୍ରଣୀ ତଥା ସର୍ବବୃହତ୍ ସମବାୟ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା 'ଓମ୍‌ଫେଡ୍' ପକ୍ଷରୁ କ୍ଷୀର ସଂଗ୍ରହ ବା କ୍ରୟ ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘୋଷଣା କରାଯାଇଛି।…

ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ବେଳେ ବଡ଼ ଧରଣର ସୁରକ୍ଷା ତ୍ରୁଟି: କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବନ୍ଧୁକ ସହ ୨ ଅଟକ

ମୁମ୍ବାଇ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ସମୟରେ ଏକ ବଡ଼ ଧରଣର ଅଘଟଣକୁ ସଫଳତାର ସହ ଟାଳି ଦିଆଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ମୁମ୍ବାଇ ପୋଲିସ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିବା…

ଚୀନ୍ ସହରଗୁଡ଼ିକ ଉପରେ ଘୁରି ବୁଲୁଛି ପରମାଣୁ ଆକ୍ରମଣର ବିପଦ: ସତର୍କ କରାଇଲା ସେନା, ଜାପାନକୁ କହିଲା ସବୁଠୁ ବଡ଼…

ବେଜିଂ: ଦୁନିଆରେ ପୁଣି ଏକ ପରମାଣୁ ଯୁଦ୍ଧର ଆଶଙ୍କା ଘନୀଭୂତ ହେଉଛି କି? ଚୀନ୍ ସେନା 'ପିପୁଲ୍ସ ଲିବରେସନ୍ ଆର୍ମି' ର ଏକ ତାଜା ଅଧ୍ୟୟନ ରିପୋର୍ଟ ଏବେ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପିଏଲଏର ରକେଟ୍ ଫୋର୍ସ ସହିତ ଜଡ଼ିତ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚୀନ୍‌ର ପ୍ରମୁଖ ସହରଗୁଡ଼ିକୁ…

ଦିଲ୍ଲୀ ପିଜି ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

ଭୁବନେଶ୍ୱର: ଦିଲ୍ଲୀ PG ଟ୍ରାଜେଡି ପରେ ଭୁବନେଶ୍ୱରରେ କେତେ ସୁରକ୍ଷିତ ବିଭିନ୍ନ ବିଲ୍ଡିଂ । ରାଜଧାନୀ ଭୁବନେଶ୍ୱରରେ ଭଙ୍ଗାଯିବ ଅସୁରକ୍ଷିତ କୋଠା। ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଅସୁରକ୍ଷିତ ବିଲ୍ଡିଂ ଯାଞ୍ଚ କରିବାକୁ ଗଠନ ହୋଇଛି ସ୍ବତନ୍ତ୍ର…

Sasur Murder Case: ୨୧ ଦିନରେ ୩୩୦ କଲ୍‌…ଚାକର ସହ ମିଶି କୋଟିପତି ଶ୍ବଶୁରକୁ ମାରିଦେଲା ବୋହୂ?

କାନପୁର: ୨୧ ଦିନରେ ୩୩୦ କଲ୍‌...ଚାକର ସାଙ୍ଗରେ କି ଗପ ଗପୁଥିଲା ବୋହୂ? କାନପୁର କୋଟିପତି ଶ୍ବଶୁର ହତ୍ୟାକାଣ୍ଡରେ ବଡ ଖୁଲାସା! କାନପୁରର କୋଟିପତି ଔଷଧ ବ୍ୟବସାୟୀ ବିନୀତ ମନୋଚାଙ୍କ ହତ୍ୟାକାଣ୍ଡରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ପୋଲିସ ହାତରେ ଲାଗିଛି ଏମିତି ଏକ କଲ୍‌…

Snehangini’s husband suspended:ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଚାକିରିରୁ ସସପେଣ୍ଡ;ରାଜନୈତିକ…

ଭୁବନେଶ୍ୱର:ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ସସପେଣ୍ଡ୍‌ କରାଯାଇଛି । ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।…

Rahul Hits Back: ମୋଦିଙ୍କୁ କଡା ଜବାବ ଦେଲେ ରାହୁଲ, କହିଲେ, ‘ଲଜ୍ଜିତ, ବଦନାମ ଓ ନିରବ କରିବାକୁ ଉଦ୍ୟମ…’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଦିମାଗୀ ନକ୍ସଲ’ ମନ୍ତବ୍ୟକୁ ନେଇ ଏବେ ପାଲଟା ଆକ୍ରମଣ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏକ୍ସରେ ପୋଷ୍ଟ କରି ରାହୁଲ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ ‘ଦିମାଗୀ…

ଓଡ଼ିଶା ପୋଲିସ ଡିଜି ନିଯୁକ୍ତି ମାମଲା: ପକ୍ଷଭୁକ୍ତ ହେଲେ ଆଇପିଏସ୍‌ ସୁଶାନ୍ତ ନାଥ

କଟକ: ରାଜ୍ୟ ସରକାରଙ୍କ ଅଡୁଆ ବଢ଼ାଉଛି ଓଡ଼ିଶା ପୋଲିସ୍ ଡିଜି ନିଯୁକ୍ତି ବିବାଦ। ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ରୁଜୁ ମାମଲାରେ ସୋମବାର ପ୍ରଥମ ଚୟନ ତାଲିକାରେ ଥିବା ବରିଷ୍ଠ ଆଇପିଏସ୍‌ଙ୍କ ମଧ୍ୟରୁ ସୁଶାନ୍ତ ନାଥ ପକ୍ଷଭୁକ୍ତ ହୋଇଛନ୍ତି। ଚୟନ ତାଲିକାରେ ପ୍ରଥମେ…