Latest Odisha News

BREAKING NEWS

ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍: ଭାରତରେ ମହଙ୍ଗା ହେବ କି ପେଟ୍ରୋଲ ଓ ଡିଜେଲ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ଦର ଏବେ ଆକାଶଛୁଆଁ ହୋଇଛି। ବିଶ୍ୱ ବଜାରରେ ବେଞ୍ଚମାର୍କ ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ ମୂଲ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଅତିକ୍ରମ କରି ବ୍ୟାରେଲ୍ ପିଛା ୧୦୦ ଡଲାର୍ ପାର୍ କରିଯାଇଛି। ଏହି ଅପ୍ରତ୍ୟାଶିତ ଦର ବୃଦ୍ଧି ଏବେ…

ଇଭି ନା ସିଏନ୍‌ଜି, କେଉଁ କାର୍ କିଣିଲେ ରହିବେ ଲାଭରେ? ଜାଣନ୍ତୁ ରନିଂ କଷ୍ଟରେ କେତେ ରହିଛି ଫରକ୍

ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ୍ ଦରକୁ ଦୃଷ୍ଟିରେ ରଖି ଆଜିକାଲି ଗ୍ରାହକମାନେ ନୂଆ କାର୍ କିଣିବା ବେଳେ ବିକଳ୍ପ ଇନ୍ଧନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଇଲେକ୍ଟ୍ରିକ୍ ଯାନ (ଇଭି - EV) ଏବଂ ସିଏନ୍‌ଜି କାର୍ ଏବେ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି।…

ଜୁନିୟର ଏସିଆ କପ : ଦକ୍ଷିଣ କୋରିଆକୁ ହରାଇ ସେମିଫାଇନାଲ୍ ଦ୍ୱାରଦେଶରେ ଭାରତ

ମୋକି (ଚୀନ୍): ଚୀନ୍‌ର ମୋକିଠାରେ ଆୟୋଜିତ ଏଏଚ୍‌ଏଫ୍ ଜୁନିୟର ଏସିଆ କପ୍ ୨୦୨୬ରେ ଭାରତୀୟ ଜୁନିୟର ପୁରୁଷ ହକି ଦଳ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖିଛି । ମଙ୍ଗଳବାର ଅନୁଷ୍ଠିତ ଏକ କଡ଼ା ମୁକାବିଲାରେ ଭାରତୀୟ ଟିମ୍ ଦକ୍ଷିଣ କୋରିଆକୁ ୭-୩ ଗୋଲ୍‌ରେ ପରାସ୍ତ କରି ପୁଲ୍-ଏ’ର ଶୀର୍ଷ ସ୍ଥାନ…

ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ” ଆରମ୍ଭ;୧୬ଜିଲ୍ଲାର ୩୪…

ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟଠାରେ ଆଜି  ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ”ର ଶୁଭାରମ୍ଭ ହୋଇଛି। ଏହି ପ୍ରଦର୍ଶନୀ ଚଳିତ ମାସ ୧୩ ତାରିଖ…

ନିଖୋଜ MKCG ଛାତ୍ର ସାଗର ସାହୁ ମୟୂରଭଞ୍ଜ ତିରିଂରୁ ଉଦ୍ଧାର

ବ୍ରହ୍ମପୁର: MKCG ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ MBBS ଛାତ୍ର ମୟୂରଭଞ୍ଜ ଜିଲ୍ଲା ତିରିଂରୁ ଉଦ୍ଧାର ହୋଇଛି। ଗତ ୩୧ ତାରିଖରୁ ସେ ନିଖୋଜ ଥିଲେ। ଏହାପରଠାରୁ ପରିବାର ଲୋକେ ଓ ମେଡିକାଲ କ୍ୟାମ୍ପସରେ ଚିନ୍ତାର କାରଣ ପାଲଟିଥିଲା। ଗତ ୩୧ ତାରିଖରୁ ସାଗରକୁ ଖୋଜିବାର ଜାରି ରଖିଥିଲା…

ଟେଲିଭିଜନ୍ ଯୁଗରୁ ସାଟେଲାଇଟ୍ ଇଣ୍ଟରନେଟ୍: ଷ୍ଟାରଲିଙ୍କର ଏଣ୍ଟ୍ରି ବଦଳାଇବ ଭାରତର ଡିଜିଟାଲ୍ ଚିତ୍ର

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ଯାତ୍ରାରେ ଏବେ ଏକ ନୂଆ ଏବଂ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି। ଡିଟିଏଚ୍ କେବୁଲ୍ ଟିଭି ଏବଂ ଫାଇବର ଅପ୍ଟିକ୍ସ ଇଣ୍ଟରନେଟର ଯୁଗ ପରେ ଏବେ ଦେଶରେ ସାଟେଲାଇଟ୍ ଇଣ୍ଟରନେଟର ସମୟ ଆସିଯାଇଛି। ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଟେକ୍ ମହାରଥୀ ଏଲନ୍ ମସ୍କଙ୍କ…

୧୪ ବର୍ଷରୁ ରୋଜଗାର ଆରମ୍ଭ, ୨୦ ବର୍ଷରେ ମା’ଙ୍କୁ କରାଇଲେ ଅବସରପ୍ରାପ୍ତ: ବିହାରର ଯୁବକଙ୍କ ପ୍ରେରଣାଦାୟୀ…

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟ୍ ଦୁନିଆରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ସଫଳତାର କାହାଣୀ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଯୁବକ ଜଣକ ହେଉଛନ୍ତି ବିହାରର ଅସ୍ମିତ । ମାତ୍ର ୧୪ ବର୍ଷ ବୟସରେ ଯେତେବେଳେ ଅନ୍ୟ ପିଲାମାନେ ଖେଳକୁଦରେ ବ୍ୟସ୍ତ ଥାଆନ୍ତି, ସେତେବେଳେ ସେ ଡିଜାଇନିଂ ଓ ଏଡିଟିଂ…

ଏସୀୟ କ୍ରୀଡ଼ା : ସ୍ୱର୍ଣ୍ଣ ପଦକ, ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟରେ ଜାପାନ ଗସ୍ତ କଲା ଭାରତୀୟ ମହିଳା ହକି

ଟିମ୍ବେଙ୍ଗାଲୁରୁ, : ମହିଳା ହକି ବିଶ୍ୱକପ୍‌ରେ ଐତିହାସିକ ୫ମ ସ୍ଥାନ ହାସଲ କରିବା ପରେ ଭାରତୀୟ ମହିଳା ହକି ଟିମ୍ ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ା ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛି । ଏଥର ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ୱର୍ଣ୍ଣ ପଦକ ଜିତିବା ସହ…

ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ। ୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ କରିଥିଲେ। ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନସନ୍ ଟଙ୍କା ହଡ଼ପ ଅଭିଯୋଗରେ ଭୋଗରାଇ ବ୍ଲକର ୩ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ…

ଶିକ୍ଷକଙ୍କୁ ଲହୁଲୁହାଣ କଲା ଦୁର୍ବୃତ୍ତ: କାଠଫାଳିଆରେ ମୁଣ୍ଡକୁ କଲା ଆକ୍ରମଣ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଲୁକେଶ୍ୱର ହାଇସ୍କୁଲ୍ ଗେଟ୍ ସାମ୍ନାରେ ସହକାରୀ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ। କାଠଫାଳିଆରେ ଆକ୍ରମଣରେ ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର। ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲା। ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକ…