ହାର୍ଟଆଟାକ କ’ଣ ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା, ଜାଣନ୍ତୁ
ଭୁବନେଶ୍ୱର: ଆଜିର ସମୟରେ ଅନେକ ଲୋକ ହାର୍ଟ ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି। ବ୍ୟସ୍ତ ବହୁଳ ଜୀବନ ସହ ଅନିୟମିତ ଜୀବନଶୈଳୀ ଏସବୁର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି । ତେବେ କଣ ଏହି ହାର୍ଟଆଟାକ ? କିଭଳି କରିବେ ଏହାର ପ୍ରାଥମିକ ଉପଚାର ଆସନ୍ତୁ ଜାଣିବା...
ହାର୍ଟଆଟାକ କଣ?…