ନନ୍ଦନକାନନରେ ଆରମ୍ଭ ହେଲା ଟଏ୍ ଟ୍ରେନ୍ ସେବା
ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକ ମାନଙ୍କ ଲାଗି ଟଏ୍ ଟ୍ରେନ୍ ସେବା ପୁନଃ ଆରମ୍ଭ ହୋଇଛି। ଯାହା ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ପାଲଟିଛି।
ଟଏ୍ ଟ୍ରେନ୍ ସେବା ପାଇଁ ୮୦ ଟଙ୍କା ଟିକେଟ୍ ରହିଛି। ଏହି ପ୍ରାଣୀ ଉଦ୍ୟାନରେ ୬ଟି ଖେଳନା ଟ୍ରେନ୍ ଅଛି ଯାହା ପର୍ଯ୍ୟଟକ…