Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୧୨-୦୯-୨୦୨୦ ଶନିବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ସେପ୍ଟେମ୍ବର ତା ୧୨ ରିଖ  ଶନିବାର ସିଂହ ୨୮ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ  ଦଶମୀ ତିଥି ଆଦ୍ରା  ନକ୍ଷତ୍ର ମିଥୁନ ଚନ୍ଦ୍ର   ଘାତ ବାର:- ବୃଷ,ସିଂହ ଓ କନ୍ୟା ରାଶିର…

ରାଜ୍ୟରେ ଦିନକରେ ୫୦ ହଜାରରୁ ଅଧିକ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୯୭୯ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩,୨୧୩ ଜଣଙ୍କର ଆଣ୍ଟିଜେନ, ୭୬୦୬ଟି ଆରଟି-ପିସିଆର୍ ଓ ୧୬୦ ଟି ଟ୍ରୁନଟ୍…

ଡ୍ରଗ୍ସ ଲିଙ୍କ: ଏନସିବି ଜାଲରେ ଫସି ପାରନ୍ତି ସାରା ଅଲ୍ଲୀ ଖାନ, ରକୁଲ ପ୍ରିତ ସିଂହ ଓ ମୁକେଶ ଛାବ୍ରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଖୋଳତାଡ କରୁଛି । ଏହି ଘଟଣାରେ ରିୟା ଚକ୍ରବର୍ତ୍ତି, ତାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀ, ହାଉସ୍ ମାନେଜର ଦୀପେଶ ସାୱନ୍ତ, ଗିରଫ ହୋଇଛି । ତେବେ ଜି ନ୍ୟୁଜର ରିପୋର୍ଟ…

+୨ ଖାତା ରିଚେକିଂ ଆବେଦନ ଆରମ୍ଭ

ଭୁବନେଶ୍ୱର: +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୧ ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ର ୱେବସାଇଟ୍ ଜରିଆରେ ଅନଲାଇନରେ ଉତ୍ତର ବୁକଲେଟର ରିଚେକିଂ ପାଇଁ ଆବେଦନ କରିପାରିବେ। ପୁନଃ ମୂଲ୍ୟାୟନ ଫିସ୍ ବାବଦକୁ…

ଓଡିଶାର ନୂଆ କଂଗ୍ରେସ ପ୍ରଭାରୀ ହେଲେ ଚେଲ୍ଲା କୁମାର

ଭୁବନେଶ୍ୱର: ଓଡିଶା ପାଇଁ ଏଆଇସିସି ପକ୍ଷରୁ ଚେଲ୍ଲାକୁମାରଙ୍କୁ ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ଜିତେନ୍ଦ୍ର ସିଂ ଓଡିଶା ପ୍ରଭାରୀ ଥିବା ବେଳେ ଏବେ ଚେଲ୍ଲାକୁମାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଚେଲ୍ଲାକୁମାର ଗତ ନିର୍ବାଚନରେ ତାମିଲନାଡୁର କ୍ରିଷ୍ଣଗିରି ନିର୍ବାଚନ…

ଜୀବନର ଟ୍ରାୟଲୋଜୀ

ଇତିଶ୍ରୀ ନାୟକ ମୁଁ ଆଉ ଜୀବନ ଗୋଟେ ରିଭଲଭିଂ ଡୋରର ଏପଟେ ସେପଟେ ନା ମୁଁ ତାକୁ ଛୁଇଁ ପାରେ ନା ସେ ମୋତେ।। ଜୀବନଟା କମ୍ପ୍ଯୁଟର ପ୍ରୋଗ୍ରାମିଂର ଶୂନ୍ ଆଉ ଏକର ଖେଳ ନୁହେଁ ଶୂ୍ନ ଆଉ ଏକ ମଝିର ଯାତ୍ରା ହିଁ ବୋଧେ ଜୀବନ।। ଜୀବନର ହିସାବ କିତାବ ସରିଯିବା ଆଗରୁ ଏଇଠି…

ଜନମ ହେଲା ରସଗୋଲା

କାଇଁ କେତେ ଯୁଗ ତଳର ଘଟଣା । ସାରା ଓଡ଼ିଶା ମୁଳକରେ ସଡକ ବୋଲି କହିଲେ ସେତେବେଳେ ଥିଲା ଜଗନ୍ନାଥ ସଡକ । ତୀର୍ଥଧାମ କହିଲେ ଜଗନ୍ନାଥ-ପୁରୀ । ଅବଢ଼ା ବୋଇଲେ ଲୋକେ ମୁଣ୍ଡରେ ହାତ ଲଗାଇ କହୁଥିଲେ, " ଭାଗ୍ୟରେ ଥିଲେ ତୁଣ୍ଡରେ ବାଜେ । ଦେବତାଙ୍କୁ ସୁଦ୍ଧା ଦୁର୍ଲଭ । ମଣିଷ ଜନ୍ମ ପାଇ ଜଗନ୍ନାଥ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶ୍ରୀ ସ୍ବାଇଁ ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କରୋନା ପଜିଟିଭ ଚିହ୍ନଟ ପରେ ଡାକ୍ତରଙ୍କ ପରାମର୍ଶରେ ହୋମ୍ ଆଇସୋଲେସନ୍ ରହିଛନ୍ତି। ନିକଟରେ ତାଙ୍କ…

ପରଲୋକରେ ସ୍ୱାମୀ ଅଗ୍ନିବେଶ

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶଙ୍କର ଆଜି ଦେହାନ୍ତ ହୋଇଯାଇଛି । ନୂଆଦିଲ୍ଲୀର ଲିଭର ଆଣ୍ଡ ବିଲିଆରୀ ସାଇନ୍ସେସ୍ ଇନଷ୍ଟିଚୁଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ହେଲା ଯକୃତ ସିରୋସିସ୍ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦…

ଭୁବନେଶ୍ୱରରେ ୧୫ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ ଜଣ କ୍ୱାରେଣ୍ଟାଇନ୍ ଏବଂ ୩୦୧ଟି ସ୍ଥାନୀୟ ମାମଲା ରହିଛି । ସମସ୍ତ କରୋନା…