ପିଲାଚୋର ସନ୍ଦେହରେ ପୋଲିସକୁ ପିଟିଲେ, ଏବେ ଫେରାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଗ୍ରାମବାସୀ ମାନେ ସାଧା ପୋଷାକଧାରୀ ପୋଲିସ ମାଡ଼ ମାରିଛନ୍ତି।
ଚୋର ଧରିବାକୁ ପୁଲିସ ସାଧା ପୋଷାକରେ ଗାଁକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସକୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏହା ପରେ…