Latest Odisha News

BREAKING NEWS

ଜିଲ୍ଲାପାଳ ଦେଖାଇଲେ ମହାନତା…

ନବରଙ୍ଗପୁର: ଜିଲ୍ଲାପାଳ ଦେଖାଇଲେ ମହାନତା । ପଦବୀର ଗର୍ବ ନୁହେଁ ଗାରିମା ଦେଖାଇ ସହାୟତା କଲେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ । ଏପରି ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ର । ସରକାରୀ କାମ ସାରି ଫେରୁଥିବାବେଳେ ୨ ଜଣ ଆହତଙ୍କୁ ଦେଖି ସେ ଗାଡି…

ପ୍ରେମିକାକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ପରେ ନିଜ ଦେହରେ ନିଆଁ ଲଗାଇଦେଲା ପ୍ରେମିକ

ମୁମ୍ବାଇ : ପ୍ରେମିକା ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ପ୍ରେମିକ । ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପ୍ରେମିକାର ମୃତ୍ୟୁ ହୋଇଛି । ମୁମ୍ବାଇର ମେଘୱାଡ଼ି ଅଞ୍ଚଳରେ ଦେଖିବାକୁ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା । ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ । ମେ’ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ । ୧୦ରେ ଗଣିତ ପରୀକ୍ଷା,…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ତିଥି ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ନବନିର୍ମିତ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଚେନ୍ନାଇ ଟେଷ୍ଟରେ ଭାରତ ଆଗରେ ୪୨୦ ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲାଣ୍ଡ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ କରି ୫୭୮ ରନ କରିଥିବା ଇଂଲଣ୍ଡ ଟିମ୍ ଦ୍ବିତୀୟ ଇନିଂସରେ ମାତ୍ର ୧୭୮ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ ୩୩୭ ରନରେ ଅଲଆଉଟ…

ପାଣିରୁ ଇନ୍ଧନ ପ୍ରସ୍ତୁତ କରିବା କୌଶଳ ଖୋଜି ପାଇଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ-ଡିଜେଲ୍‌ ଦର ଶତକ ମାରିବାକୁ ବସିଲାଣି । ଲୋକେ ଗାଡ଼ି ଚଳାଇବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏହି ଟେନ୍‌ସନ୍‌ ଖୁବ ଶୀଘ୍ର ଦୂର ହୋଇଯିବ ବୋଲି ଶୁଣିବାକୁ ମିଳିଛି । ଦିଲ୍ଲୀର ବିଶେଷଜ୍ଞମାନେ ଜଳରୁ ଉଦଜାନ୍ (ହାଇଡ୍ରୋଜେନ୍‌)‌ ଇନ୍ଧନ ପ୍ରସ୍ତୁତ କରିବାର…

କୃଷକଙ୍କ ବିରୋଧକୁ ନେଇ କାହିଁକି ଚୁପ୍‌ ପ୍ରିୟଙ୍କା; ମିୟା ଖଲିଫା

ନୂଆଦିଲ୍ଲୀ: ତିନୋଟି କୃଷି ନିୟମ ବିରୁଦ୍ଧରେ ସମଗ୍ର ଦେଶରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନର ପ୍ରତିଧ୍ୱନୀ ଦେଶ ତଥା ବିଦେଶରେ ମଧ୍ୟ ଶୁଣିବାକୁ ମିଳୁଛି। ଆମେରିକାର ବହୁ ବଡ ସେଲିବ୍ରିଟି କୃଷକ ଆନ୍ଦୋଳନରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ…

କର୍ମଚାରୀଙ୍କୁ ୭୦୦ କୋଟି ଟଙ୍କାର ସ୍ପେଶାଲ୍ ବୋନସ୍ ଦେବ HCL

ନୂଆଦିଲ୍ଲୀ: ଦେଶର ଜଣାଶୁଣା କମ୍ପାନୀ HCL ଟେକ୍ନୋଲଜି ନିଜ କର୍ମଚାରୀକୁ ବୋନସ ଦେବାକୁ ଘୋଷଣା କରିଛି । ନିକଟରେ କମ୍ପାନୀ ପାଖାପାଖି ୧୦ ଅରବ ଆମେରୀକିୟ ଡଲାର୍ ଆୟ କରିଛି । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୨ ହଜାର ୮ଶହ କୋଟି ଟଙ୍କା ହେବ । ତେବେ ଏତେ ବଡ଼ ଆୟ ହେବା ପରେ ବର୍ତ୍ତମାନ…

ରାଜ୍ୟସଭା ଅଭିଭାଷଣରେ ଦୁଇଟି ନୂଆ ଶବ୍ଦ ବ୍ୟବହାର କରିଛନ୍ତି ପିଏମ୍‌ ମୋଦୀ ; ‘ଆନ୍ଦୋଳନଜୀବୀ’ ଏବଂ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାଜ୍ୟସଭାରେ ତାଙ୍କ ଅଭିଭାଷଣରେ ଦୁଇଟି ନୂଆ ଶବ୍ଦ ବ୍ୟବହାର କରିଛନ୍ତି ଏବଂ ରଚନା କରିଛନ୍ତି। ସେ କୃଷକମାନଙ୍କ ପ୍ରସଙ୍ଗରେ ନିଜ ପକ୍ଷ ରଖି ବୁଝାମଣା ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ଆମନ୍ତ୍ରଣ କରିଥିଲେ। ସେ କହିଛନ୍ତି…

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଲେ ଭୀଷ୍ମ ପିତାମହ ମୁକେଶ ଖନ୍ନା

ମୁମ୍ବାଇ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇଛନ୍ତି ଭୀଷ୍ମ ପିତାମହ ମୁକେଶ ଖନ୍ନା । ମୁକେଶ ଖନ୍ନା ୧.୧୧ ଲକ୍ଷ ଟଙ୍କାର ଚେକ୍ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ମୁକେଶଙ୍କ ଫ୍ୟାନ୍ ପେଜ୍ ରେ ଏନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଟିବିଟ୍ ରେ…