ଉତ୍ତରାଖଣ୍ଡ ହିମସ୍ଖଳନ ; ଆହତ ଏବଂ ମୃତକଙ୍କ ପାଇଁ ଗଭୀର ସମବେଦନା ଜଣାଇଛି ଆମେରିକା
ନୂଆଦିଲ୍ଲୀ: ଭାରତର ଉତ୍ତରାଖଣ୍ଡରେ ହିମସ୍ଖଳନ ବିସ୍ଫୋରଣ ଯୋଗୁଁ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏବେ ବି ଅନେକ ଲୋକ ନିଖେଜ ଅଛନ୍ତି। ଏ ନେଇ ଆମେରିକା ହିମସ୍ଖଳନ ଯୋଗୁ ପ୍ରାଣ ହରାଇଥିବା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
“ଏହି ଚିନ୍ତାଧାରା ଆମ ଭାରତୀୟ ବନ୍ଧୁ…