ଫେବୃଆରୀ ୧୫ରୁ ଫାସଟାଗ ବାଧ୍ୟତାମୂଳକ: ନୀତିନ ଗଡକରୀ
ନୂଆଦିଲ୍ଲୀ: ଦେଶରେ ଫାସଟାଗ କାର୍ଯ୍ୟକାରୀ ପାଇଁ ଆଉ ସମୟ ବୃଦ୍ଧି କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।
ଗାଡି ପାଇଁ ଫାସଟାଗ ପାଇବାର ଶେଷ ତାରିଖ ହେଉଛି ଫେବୃଆରୀ ୧୫। ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫାସଟାଗ ମାଧ୍ୟମରେ…