Imran Khan message: ଜେଲରୁ ବଡ଼ ବର୍ତ୍ତା ଦେଲେ ଇମ୍ରାନ ଖାନ, ରାଜରାସ୍ତାକୁ ଓହ୍ଲାଇବେ ଇମ୍ରାନଙ୍କ ସମର୍ଥକ
ନୂଆଦିଲ୍ଲୀ: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ପରେ, ଇମ୍ରାନ ଖାନ ଜେଲରୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ…