viral video:ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନଙ୍କ ଆଗରେ ନିଜ ପ୍ରେମିକାକୁ ପ୍ରପୋଜ କଲେ ସାମ୍ବାଦିକ…
ନୂଆଦିଲ୍ଲୀ: ଚାଲିଥିଲା ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସାମ୍ବାଦିକ ସମ୍ମିଳନୀ । ଯେଉଁଥିରେ ଯୁଦ୍ଧ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। ହେଲେ ହଠାତ ଏଭଳି କିଛି ଘଟଣା ଘଟିଥିଲା ଯାହା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ଗମ୍ଭୀର ଆଲୋଚନା…