Latest Odisha News

BREAKING NEWS

କରୋନା ପାଇଁ ଛତିଶଗଡ଼କୁ ଗାଡ଼ି ମୋଟର ବନ୍ଦ

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ଯାତାୟାତ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଉଭୟ…

ଲାଗୁ ହେଲା କଟକଣା, ନେଗେଟିଭ୍ ରିପୋର୍ଟ ନଥିଲେ କ୍ବାରେଣ୍ଟାଇନ

ଭୁବନେଶ୍ବର : କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କଡ଼ାକଡ଼ି ହେଲା କଟକଣା । ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ଜାରି ହୋଇଛି ନୂଆ ଗାଇଡ୍ ଲାଇନ୍ । ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛନ୍ତି, ତେବେ ସେମାନେ ୭୨ ଘଣ୍ଟା ପୂର୍ବର କୋଭିଡ୍ ଆରଟି-ପିସିଆର୍…

ଆଇପିଏଲ: ଚାମ୍ପିୟନ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମୁକାବିଲା

ଚେନ୍ନାଇ: କରୋନା ମହାମାରୀ କାଳରେ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ । ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଉଦଘାଟନୀ ମୁକାବିଲାରେ ଭେଟିବ । ସନ୍ଧ୍ୟା ୭ଟା୩୦ରେ ବିନା ଦର୍ଶକରେ ଏହି…

୪୦ ଡିଗ୍ରୀ ଉପରେ ରାଜ୍ୟର ୯ଟି ସହରର ତାପମାତ୍ରା

ଭୁବନେଶ୍ବର : ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଆଜି ଉପକୂଳବର୍ତ୍ତି ଜିଲ୍ଲାରେ ପାରଦ ସାମାନ୍ୟା ହ୍ରାସ ପାଇଛି ସତ । ହେଲେ ସୂର୍ଯ୍ୟଙ୍କ ପ୍ରକୋପରେ ତାତିଛି ପଶ୍ଚିମ ଓଡ଼ିଶା । ଆଜି ୪୨ ଡିଗ୍ରୀ ସହ ଟିଟିଲାଗଡ଼ରେ ସର୍ବୋଚ୍ଚ…

ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା: ପ୍ରଶାସନିକ ସ୍ୱୀକୃତିକୁ ଅପେକ୍ଷା 

ଗୟା: ବିହାର ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା । ଆଗାମୀ ଦିନରେ ଏହି ଯୋଜନା ଉପରେ କାମ କରିବାକୁ ପ୍ରସ୍ତୁତି ଚାଲିଛି । ବିଷ୍ଣୁପଦ ମନ୍ଦିର ସ୍ଥିତ ଦେବଘାଟରୁ ସୀତାକୁଣ୍ଡ ମଧ୍ୟରେ ଲକ୍ଷ୍ମଣ ଝୁଲା ନିର୍ମାଣ କରିବାକୁ ଯୋଜନା ଚାଲିଛି । ପ୍ରଶାସନିକ ସ୍ୱୀକୃତି ମିଳିବା ପରେ ଶୀଘ୍ର ଏହି…

ପ୍ରଥମ ଡୋଜ୍ ନେବା ପରେ ବି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନା ଆକ୍ରାନ୍ତ

ଥିରୁବନନ୍ତପୁରମ : କରୋନାରେ ଆକ୍ରାନ୍ତ ହେଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଏ ନେଇ ଟ୍ବିଟ୍‌ କରି ନିଜେ ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍‌ ଟେଷ୍ଟ…

ଆଜି ଭୁବନେଶ୍ବରରୁ ୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଏବ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ସାରା ରାଜ୍ୟରୁ ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୮ ଜଣ ପଜିଟିଭ୍ । ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୮ । ଏନେଇ…

କଅସର ଗାଁକୁ ମଦମୁକ୍ତ କରିବାକୁ ଦାବି, ଗାଁ ପରିକ୍ରମା କଲେ ମହିଳା ଓ ଗ୍ରାମବାସୀ 

ବଲାଙ୍ଗିର: ଗାଁକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା ଓ ଗ୍ରାମବାସୀ । ଏଥିପାଇଁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କଅସର ଗାଁର ସ୍ଥାନୀୟ ରାମଜି ମଣ୍ଡପଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତରେ ଏକ ବୈଠକ ହୋଇଥିଲା । ତେବେ କୁଚିଆରେ ମଦ ବିକ୍ରି କରାଯିବା ଦ୍ବାରା ସ୍କୁଲ…

କରୋନା ସଂକ୍ରମିତ ହେଲେ ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌, ଫ୍ୟାନଙ୍କ ପାଇଁ ହୋଟେଲ ରୁମ୍‌ରୁ ଗାଇବେ ଗୀତ 

ମୁମ୍ବାଇ: ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ଆଗାମୀ ଏପିସୋଡରେ ପଓ୍ବନଦୀପ ମଞ୍ଚରୁ ନୁହେଁ ନିଜ ଫ୍ୟାନମାନଙ୍କ ପାଇଁ ହୋଟେଲ ରୁମରୁ ହିଁ ଗୀତ ଗାଇବେ ବୋଲି କହିଛନ୍ତି । ହୋଟେଲ ରୁମରୁ…

୩୦ ବର୍ଷ ଧରି ଲମ୍ବା ନଖ ରଖିବା ପରେ ଶେଷରେ ଆୟନା ଏହାକୁ କାଟିଲେ

ନୂଆଦିଲ୍ଲୀ: ଲମ୍ବା ନଖ ରଖି ଅନେକ ରେକର୍ଡ କରିଥିବା ଆମେରିକାର ଟେକ୍ସାସ ଅଂଚଳରେ ରହୁଥିବା ଆୟନା ୱିଲିୟମ୍ସ ଶେଷରେ ଏହାକୁ କାଟିଛନ୍ତି । ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସେ ୩୦ ବର୍ଷ ଧରି ରାଜୁତି କରିଥିଲେ । ତାଙ୍କ ନଖର ଲମ୍ବା ୭୩୩.୫୫ ସେଂଟିମିଟର ରହିଥିଲା । ପ୍ରତିଦିନ ସେ ୨ ବୋତଲ…