Latest Odisha News

BREAKING NEWS

ଅଧିକ ସଂକ୍ରମିତ ରାଜ୍ୟରୁ ଓଡ଼ିଶା ଆସିଲେ RT-PCR ଟେଷ୍ଟ ସହ କ୍ୱାରେଣ୍ଟାଇନ କରାଯିବ, ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ଏଣିକି ଅଧିକ ସଂକ୍ରମିତ ରାଜ୍ୟର ଓଡ଼ିଶା ଆସିଲେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ସଂକ୍ରମିତ ପଡ଼ୋଶୀ ରାଜ୍ୟରୁ ଫେରିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଯିବ । ୭ ଦିନରେ ସଂଗରୋଧରେ ରଖାଯିବ…

ଡ୍ୟାନ୍ସ ଦିୱାନେ୩ର ଜଜ ଧର୍ମେଶଙ୍କୁ କରୋନା

ମୁମ୍ବାଇ: ରିୟଲିଟି ଶୋ ଡ୍ୟାନ୍ସ ଦିୱାନେ୩ର ୩ଜଜ ମଧ୍ୟରୁ ଧର୍ମେଶ ୟେଲାନ୍ଦେ କରୋନା ପଜିଟିଭ ଥିବା ଜଣାପଡିଛି । ପୂର୍ବରୁ ୧୮ କ୍ରୁ ମେମ୍ବର୍ସ ଏବଂ ୩ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଥିଲେ । ଏବେ ଧର୍ମେଶଙ୍କ ସ୍ଥାନରେ ଶକ୍ତି ମେନନ ଓ ପୁନୀତ ଜେ ପାଠକ ଏହି ଶୋର ଜଜ ଦାୟିତ୍ୱ ତୁଲାଇବେ ।…

ଟିକା ଅଭାବ: ଆଜି ନଆସିଲେ ଶନିବାରଠୁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟିକାକରଣ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ଟିକାର ଅଭାବ । ଯାହା ଅଛି ଦୁଇ ଦିନ ଭିତରେ ସରିଯିବ । ଟିକା ନଥିବାରୁ ରାଜ୍ୟରେ ପାଖାପାଖି ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଛି । ଟିକା ଅଭାବରୁ ବାଧାପ୍ରାପ୍ତ ହୋଇଛି ଟିକାକରଣ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ…

ଅନ୍ତର୍ଜାତୀୟ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲର ସଭାପତି ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଓଡ଼ିଆ ପୁଅ ଜିତେନ୍ଦ୍ରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସଫଳତା ମିଳିଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଜିତେନ୍ଦ୍ର ମିଶ୍ର ଅନ୍ତର୍ଜାତୀୟ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲ (CIFEJ)ର ସଭାପତି ଭାବେ ୨୦୨୨ ବର୍ଷ ଲାଗି ମନୋନିତ ହୋଇଛନ୍ତି । ୟୁନେସ୍କୋ…

ଭୁବନେଶ୍ୱର ୟୁନିଟ-୧ SBI ମୁଖ୍ୟ ଶାଖା ପୁଣି ସିଲ୍

ଭୁବନେଶ୍ୱର: ପୁଣି ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା । ବିଏମସି ପକ୍ଷରୁ ତିନି ଦିନ ପାଇଁ ସିଲ୍ କରାଯାଇଛି । ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୧୧ ତାରିଖ ଯାଏ ବ୍ୟାଙ୍କ…

ଗଳ୍ପ : ତୋ ପାଇଁ ଗପ ଟିଏ

ସୁନୀତା ପ୍ରଧାନ  କେହି ଯଦି ମୋତେ ପ୍ରେମ ଗଳ୍ପ ଲେଖିବାକୁ କୁହେ ମୁଁ ସିଧା ମନା କରିଦିଏ।ମୁଁ କୁହେ ମୋ ଦେଇ ସେ ପ୍ରେମ ଗପ ଫପ ଲେଖା ହୋଇ ପାରିବ ନାହିଁ। କିନ୍ତୁ ଜାଣିଚୁ ଆଜି ୩୦ବର୍ଷ ପରେ କେବଳ ତୋରି ପାଇଁ ହିଁ ମୁଁ ଲେଖୁଛି ଏ ଗପ!!! ମାନସୀ ରାୟ।ମାନୀ,ମାନୁ, ମନି କିଏ କଣ ଡାକେ…

ପୋଖରୀ ଭିତରୁ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଯାଜପୁର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ମିଳିଥିଲା ନରକଙ୍କାଳ । ଏବେ ଯାଜପୁର ଜିଲ୍ଲାରେ ପୋଖରୀ ଭିତରୁ କଙ୍କାଳ ଉଦ୍ଧାର ହୋଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ବଣିଆପଡ଼ାର ଏକ ପୋଖରୀରୁ ଉଦ୍ଧାର ହୋଇଛି ମଣିଷ କଙ୍କାଳ ଉଦ୍ଧାର । ଏହି ଖବର ଜଣାପଡ଼ିବା…

ନକ୍ସଲଙ୍କ କବଜାରେ ଯବାନ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କରୁନାହାଁନ୍ତି ସରକାର

ମାଲକାନଗିରି: ଛତିଶଗଡ଼ ବିଜାପୁର ଟେକେଲଗୁଡ଼ା ଏନକାଉଣ୍ଟ ପରେ ନକ୍ସଲଙ୍କ କବଜାରେ ଜଣ ଯବାନ ଅଛନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କରନ୍ତୁ ବୋଲି ମାଓ ସଂଗଠନ କହିଛି । ଯବାନ ଅପହରଣକୁ ୪ ଦିନରୁ ଅଧିକ ବିତିଥିବା ବେଳେ ସରକାର ନାଁ ଘୋଷଣା କରିନାହାଁନ୍ତି ।…

ବିରୋଧ ସତ୍ତ୍ୱେ କୋଟିଆରେ ଆନ୍ଧ୍ରର ନିର୍ବାଚନ, ପ୍ରଶାସନ ମୁହାଁମୁହିଁ

କୋରାପୁଟ: ପୁଣି କୋରାପୁଟ କୋଟିଆରେ ପଶି ଆନ୍ଧ୍ର ଦାଦାଗିରି କରିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ଆଜି ନିର୍ବାଚନ କରୁଛି । ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି । କୋଟିଆର ନେରିଡିୱାଲାସରେ ଆନ୍ଧ୍ର ପୋଲିଂ ବୁଥ୍ କରିଛି । ଏଥିରେ କୋଟିଆ ଅଞ୍ଚଳର ୫ରୁ ୭ ଜଣ ଭୋଟ୍…

ଦେଖା ଦେବନି ରକ୍ତାଭାବ, A ବ୍ଲଡ୍ ଗ୍ରୁପ ବି ସମସ୍ତଙ୍କୁ ଦେଇପାରିବେ ରକ୍ତ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନକୁ ଆଉ ଏକ ବଡ଼ ସଫଳତା । ଅନେକ ସମୟରେ ଅଧିକାଂଶ ରୋଗୀ ରକ୍ତାଭାବ ସହ ଯୁଝିଥାନ୍ତି । କାରଣ ସେମାନଙ୍କ ବ୍ଲଡ୍ ଗ୍ରୁପର ରକ୍ତ ଉପଲବ୍ଧ ନଥାଏ । ଏବେ ଆଉ ରକ୍ତାଭାବ ଦେଖାଦେବ ନାହିଁ । ଦୁନିଆରେ ଏବେ କେବଳ O ବ୍ଲଡ୍ ଗ୍ରୁପ୍ ସମସ୍ତଙ୍କୁ ରକ୍ତ ଦେଇପାରିବେ ତା’ନୁହେଁ…