Latest Odisha News

BREAKING NEWS

ଓଡିଶାର ଇଞ୍ଚ‌େ ବି ଜମି ଆନ୍ଧ୍ରକୁ ଦେବୁନୁ: ମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶକୁ ଏକ ଇଞ୍ଚ ଜମି ମଧ୍ୟ ଦେବୁ ନାହିଁ ବୋଲି ଶନିବାର ଦିନ ପ୍ରକାଶ କରିଛନ୍ତି ଓଡିଶା ସରକାର। କୋରାପୁଟ ଏବଂ ଗଜପତି ଜିଲ୍ଲାର କେତେକ ଗ୍ରାମରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ସମ୍ପର୍କିତ ଏକ ପ୍ରଶ୍ନର ଜବାବରେ ଗଣମାଧ୍ୟମକୁ ରାଜସ୍ୱ ଏବଂ…

ଲଶ୍ମର-ଏ-ମୁସ୍ତଫା ଆତଙ୍କବାଦୀ ସଂଗଠନର ମୂଖ୍ୟ ଗିରଫ

ଅନନ୍ତନାଗ: ଜମ୍ମୁ ଓ ଅନନ୍ତନାଗ ପୋଲିସକୁ ଶନିବାର ବଡ ସଫଳତା ହାତ ଲାଗିଛି । ଲଶ୍ମର-ଏ-ମୁସ୍ତଫା ଆତଙ୍କବାଦୀ ସଂଗଠନର ମୂଖ୍ୟ ହିଦାୟତୁଲ୍ଲା ମଲିକଙ୍କୁ ଗିରଫ କରାଯାଇ ପାରିଛି । ପ୍ରାରମ୍ଭିକ ତଦନ୍ତରେ ସେ ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲା ବୋଲି ଜଣାପଡିଛି ।…

ଏସସିବିର ପୁରୁଣା ଓପିଡି ହେବ ମ୍ୟୁଜିୟମ୍ !

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୦ ବର୍ଷର ପୁରୁଣା ଓପିଡି ବିଲଡିଂକୁ ଖୁବ୍ ଶୀଘ୍ର ଏକ ଐତିହ୍ୟ କୋଠା ଭାବରେ ଘୋଷଣା କରାଯିବ। ଏପରିକି ସୂଚନାନୁସାରେ ଏହି କୋଠାର ନବୀକରଣ କରାଯାଇ ଏହାକୁ ସଂଗ୍ରହାଳୟରେ ପରିଣତ କରାଯିବ। ଏହି ବିଲ୍ଡିଂକୁ ନୂଆ ରୂପ ଦେବା ସହ…

ଓଡିଶା ସୀମାନ୍ତରେ ମାଓବାଦୀ ଯବାନ ଗୁଳି ବିନିମୟ:ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା କ୍ୟାଡର ମାଓବାଦୀ ନିହତ, ବନ୍ଧୁକ ସହ…

ମାଲକାନଗିରି:ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦାନ୍ତେଓ୍ୱାଡା ଜିଲ୍ଲା କଟେକଲ୍ୟାଣ ଥାନା ଅଞ୍ଚଳରେ ମାଓବାଦୀ ଯବାନଙ୍କ ମଧ୍ୟରେ ଗୁଳି ବିନମୟ ଘଟିଛି । ଏଥିରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ପୁଲିସ ସୂଚନା ଦେଇଛି । ଏହି ଅଞ୍ଚଳରୁ…

ଡକାୟତି ଉଦ୍ୟମକୁ ପଣ୍ଡ କଲା ପୋଲିସ, ପୁରୀରୁ ୬ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା। କୁମ୍ଭାରପଡା ଥାନା ପୋଲିସ ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଯେଉଁ ଘଟଣାରେ ୬ ଜଣଙ୍କୁ ଧରାଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତି ୧୧ଟା ୩୦ ମିନିଟରେ କୁମ୍ଭାରପଡା ଥାନା ପୋଲିସ ନରେନ୍ଦ୍ରକୋଣ ସ୍ଥିତ ଦେବୀଘାଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା।…

ଆଗାମୀ ୨ ବର୍ଷ ନନଷ୍ଟପ କ୍ରିକେଟ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ପାଇଁ ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ଅପେକ୍ଷା କରିଛି । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ନନଷ୍ଟପ କ୍ରିକେଟ ଖେଳିବେ । କୋଭିଡ-୧୯ଯୋଗୁ ଅନେକ ସିରିଜ ଏବଂ ବଡ ଟୁର୍ଣ୍ଣାମେଂଟ ସ୍ଥଗିତ ହୋଇଥିଲା । ଏବେ ସେଗୁଡିକ ମଧ୍ୟ ଖେଳାଯିବ ।…

ମହାମାରୀ ସତ୍ତ୍ୱେ ଚଳିତ ବର୍ଷ କିଟ୍‌ରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର: ଚଳିତ ବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ୨୦୨୦-୨୧ ବ୍ୟାଚ୍ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ମିଳିଛି । ଜୁଲାଇ ୧ରୁ ଅନ୍-ଲାଇନ୍ ମାଧ୍ୟମରେ କିଟ୍ରେ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା କିଟ୍…

ଫିଲ୍ମ ସେଟରେ ସୁଟିଂ ବେଳେ ଆହତ ହେଲେ ଜେନିଫର୍ ଲରେନ୍ସ

ଲସ୍ ଆଞ୍ଜେଲସ୍ : ଓସ୍କାର ବିଜେତା ଜେନିଫର୍ ଲରେନ୍ସ ଆହତ । ବୋଷ୍ଟନରେ ନିଜ ଫିଲ୍ମର ସୁଟିଂ ସମୟରେ କାଚ ଯୋଗୁଁ ତାଙ୍କ ଆଖି ନିକଟରେ ଆଘାତ ଲାଗିଛି । “ଡୋନ୍ ଲୁକ୍ ଅପ୍” ସେଟରେ ଏକ ନିୟନ୍ତ୍ରିତ ବିସ୍ଫୋରଣରୁ କାଚ ବାହାରି ଲରେନ୍ସଙ୍କ ଆଖି ପାଖରେ ଆହତ ହୋଇଥିଲା । ଫଳରେ ରକ୍ତସ୍ରାବ ହୋଇଥିଲା…

ପୁଣି ଖସିଲା ସୁନା ଦର 

ନୂଆଦିଲ୍ଲୀ: ଷ୍ଟକ ବଜାର ଯେଉଁ ହାରରେ ଆଗକୁ ବଢ଼ିଛି ସୁନା ସେହି ଅନୁସାରେ ଶସ୍ତା ହେବାରେ ଲାଗିଛି । ସୁନାର ୧୦ ଗ୍ରାମ ପିଛା ଦାମ ୪୭ ହଜାର ଟଙ୍କାରୁ କମ ହୋଇଛି । ମୂଲ୍ୟବାନ ଧାତୁ କାରବାର ହେଉଥିବା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସୁନା ଦାମ ୧୪୧ ଟଙ୍କା ହ୍ରାସ ପାଇ ୪୬,୮୫୬ ଟଙ୍କା ହୋଇଛି…

ଚୀନ୍‌ର ମଙ୍ଗଳ ଅଭିଯାନରେ ସଫଳତା, ଟିନ୍‌ୱେନ୍‌-୧ ପଠାଇଲା ପ୍ରଥମ ଫଟୋ

ବେଜିଂ: ମଙ୍ଗଳ ଗ୍ରହର ଅନୁସନ୍ଧାନକୁ ନେଇ ଚୀନ୍‌ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି । ଗ୍ରହ ବାହରକୁ ପ୍ରେରଣ କରାଯାଇଥିବା ଚୀନ୍‌ର ପ୍ରଥମ ମହାକାଶ ଯାନ ମଙ୍ଗଳର ପାଖାପାଖି ପହଞ୍ଚିଛି । ଏହାର କ୍ୟାମେରାରେ କଏଦ୍‌ ହୋଇଥିବା ଚିତ୍ର ପ୍ଲାନେଟ୍‌ର ସ୍ଥଳଭାଗ ଚାରିପଟେ ଏହି ଯାନର କ୍ରାଟର ବୁଲୁଥିବା…