Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୩୩: ମନ୍ୟୁଷ କେବଳ ପାଠଶାଳାରେ ଜ୍ଞାନ ଅର୍ଜନ କରେ ନାହିଁ ବରଂ ତା ଚାରିପାଖରେ ଥିବା ପ୍ରକୃତି ମଧ୍ୟ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଗୋପୀ ମାନଙ୍କ ପ୍ରେମଭକ୍ତି କଥା ସଂସାରକୁ ଶିକ୍ଷା ଦେଇନାହିଁ, ଏଥିରେ ଏଭଳି କିଛି ବିଷୟ ଅବତାରଣ ହୋଇଛି ଯାହା ସବୁ ଯୁଗରେ ମାନବ ସମାଜର ହିତ ସାଧନ କରିପାରିବାର ସାମର୍ଥ୍ୟ ରଖେ। ଏଇ ଯେମିତି ଅବଧୂତଙ୍କ ଚବିଶି…

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିିଶନର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ କମିଶନର ଅନ୍ୟ ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ…

ରାଜ୍ୟରେ ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫ ହଜାରରୁ ଊର୍ଦ୍ଧ୍ବ ପାରାମେଡିକାଲ୍‌ ଷ୍ଟାଫ୍‌

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ୧୮୪୦ ଜଣ ଡାକ୍ତର ଏବଂ ୫୦୦୦ରୁ ଅଧିକ ପାରାମେଡିକାଲ୍ କର୍ମଚାରୀଙ୍କୁ ଶୀଘ୍ର ନିଯୁକ୍ତି ଦେବା ସମ୍ପର୍କରେ ସୋମବାର ଦିନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ…

କ୍ରୋମ୍ ଜୋନ୍ ଖଣି ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ଓଏମସି ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ୍, ଯାଜପୁର ଜିଲ୍ଲା ସ୍ଥିତ ସୁକିନ୍ଦା ଅଞ୍ଚଳରେ ଥିବା ଓଏମସିର କ୍ରୋମ୍ ଖଣି ଅଞ୍ଚଳ ପରିଦର୍ଶନ କରିବା ସହିତ ଖଣି କ୍ଷେତ୍ରର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ନିର୍ଦ୍ଦେଶକ (ଅପରେସନ)…

ଅବପାତରେ ପରିଣତ ହେଲା ଲଘୁଚାପ, ଓଡ଼ିଶାର ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ…

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ - ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ସୃଷ୍ଟ  ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ସନ୍ଧ୍ୟାରେ ଏକ ଡିପ୍ରେସନରେ ପରିଣତ ହୋଇଛି। ଯାହା ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି…

ସମ୍ପତ୍ତି ବିବାଦ ମଧ୍ୟରେ ମୁଁହ ଖୋଲିଲେ ସଞ୍ଜୟ କପୁରଙ୍କ ଭଉଣୀ…

ମୁମ୍ବାଇ: ବଲିଉଡର ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କର ଗତ ଜୁନ୍ ମାସ ୧୨ରେ ଇଂଲଣ୍ଡରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରଠାରୁ ତାଙ୍କର ୩୦୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ଏପରିକି ସଞ୍ଜୟ…

ଦୁଲୀପ ଟ୍ରଫିରେ ଆଶୀର୍ବାଦ ସ୍ୱାଇଁଙ୍କୁ ସୁଯୋଗ

ଭୁବନେଶ୍ୱର: ଓଡିଶାର ୱିକେଟକିପର ବ୍ୟାଟ୍ସମ୍ୟାନ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲୀପ ଟ୍ରଫିରେ ଖେଳିବା ପାଇଁ ସୁଯୋଗ ମିଳିଛି । ପୂର୍ବାଂଚଳ ଦଳରେ ଓଡିଶାର ଏହି ଖେଳାଳିଙ୍କୁ ସାମିଲ କରାଯାଇଛି । ଅନ୍ୟ ଓଡିଆଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକଙ୍କୁ ମଧ୍ୟ ସୁଯୋଗ ମିଳିଛି । ସେହିପରି ସ୍ୱସ୍ତିକ…

ଜୟଶଙ୍କରଙ୍କୁ ଭେଟିଲେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ, କହିଲେ ସୀମାରେ ଶାନ୍ତି.. 

ନୂଆଦିଲ୍ଲୀ: ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ୱାଗତ କରାଯାଇଛି। ସେ ସୋମବାର ଦିନ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଭେଟିବା ନେଇ ସୂଚନା ମିଳିଛି। ଏହାକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶ…

ଓଡ଼ିଶାରେ ଖୁବ୍‌ଶୀଘ୍ର ହେବ ଏସଆଇଆର

ଭୁବନେଶ୍ୱର: ଓଡ଼ିଶାରେ ଖୁବ୍‌ଶୀଘ୍ର ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ଭୋଟର ତାଲିକା କାର୍ଯ୍ୟକାରୀ ହେବାକୁ ଯାଉଛି। ଯାହା ୨୪ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ହେବ। ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସଠିକତା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପର…

ରୋହିତ,କୋହଲି ହୋଇପାର…ତୁମକୁ ଗାଭାସ୍କରଙ୍କୁ ସମ୍ମାନ ଦେବାକୁ ପଡିବ

ମୁମ୍ବାଇ: ଭାରତୀୟ କ୍ରିକେଟର ଲିଟିଲ ମାଷ୍ଟର ଭାବେ ପରିଚିତ ସୁନୀଲ ଗାଭାସ୍କର ଦୀର୍ଘ ଦିନ ହେବ ଭାଷ୍ୟକାର ଦାୟିିତ୍ୱ ତୁଲାଇ ଆସୁଛନ୍ତି । ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଳେ ବେଳେ ସେ କଡା ବୟାନ ମଧ୍ୟ ଦେଇଥାନ୍ତି । ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କ ପରି ଖେଳାଳି ଏ ନେଇ…