ସଞ୍ଚୟ କରିବା ଛାଡ଼ିଦିଅ; କାହିଁକି ଏଭଳି କହିଲେ ଏଲନ ମସ୍କ
ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ AI ଯୋଗୁଁ ଲୋକମାନେ ନିଜ ନିଜର ଚାକିରି ହରାଉଥିବା ବେଳେ ବେକାରୀ ଭୟ ମଧ୍ୟ ବଢ଼ିବାରେ ଲାଗିଛି।
ଏପରି ସମୟରେ ଆମେରିକାର କୋଟିପତି ବ୍ୟବସାୟୀ ଏଲନ ମସ୍କ କହିଛନ୍ତି ଯେ AI ର ବିକାଶ ଦ୍ଵାରା ଭବିଷ୍ୟତରେ ଦାରିଦ୍ର୍ୟ ଦୂର ହୋଇପାରିବ ଓ ଲୋକଙ୍କୁ ଟଙ୍କା…