Latest Odisha News

ଏଲପିଜି ସିଲିଣ୍ଡରରେ ସବସିଡି ଶେଷ ହେବ କି? ସରକାର ବାର୍ଷିକ ୨୨,୦୦୦ କୋଟି ଟଙ୍କା ସଞ୍ଚୟ କରିବେ

ନୂଆଦିଲ୍ଲୀ: ଗୋଟିଏ ପଟେ ବିଶ୍ୱ ବଜାରରେ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଉଛି, ଅନ୍ୟପଟେ ଭାରତର ତୈଳ କମ୍ପାନୀଗୁଡ଼ିକ ମଧ୍ୟ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଗତ ବର୍ଷ ଜୁଲାଇରେ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୯୪.୩୫ ଟଙ୍କା ଥିଲା, ଯାହା ବର୍ତ୍ତମାନ…

ଭୁବନେଶ୍ୱରରେ ବଢ଼ୁଛି ସଂକ୍ରମଣ, ଆଜି ପୁଣି ୫୪୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିପଦରେ ଭୁବନେଶ୍ୱର । ଏଠାରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଆଜି ପୁଣି ରାଜଧାନୀରୁ ୫୪୧ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୨୨୦ ଜଣ ରହିଥିବା ବେଳେ ୩୨୧ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୦୦ ଜଣ…

ଭାରତରେ ବ୍ୟାନ୍ ହେଲା ‘ପବ୍‌ଜି’

ନୂଆଦିଲ୍ଲୀ: ଭାରତରେ ବ୍ୟାନ୍ ହେଲା ‘ପବ୍‌ଜି’ । ବହୁଳ ବ୍ୟବହୃତ ମୋବାଇଲ ଗେମିଂ ଆପ୍‌କୁ ଆଜି କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି । ‘ପବ୍‌ଜି’ ସହ ଆଉ ୧୧୮ ଟି ଚାଇନିଜ୍ ମୋବାଇଲ୍ ଆପ୍‌କୁ ମଧ୍ୟ ବ୍ୟାନ୍ କରାଯାଇଛି । ଏଥିରେ  CamCard, Baidu, Cut Cut, VooV, Tencent Weiyun, Rise…

ସାବାସ୍ କୁସୁମ୍‌: ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ ୧୫ ବର୍ଷର ଝିଅ

ପଞ୍ଜାବ: ସାହସିକତା ଦେଖାଇଲେ ୧୫ ବର୍ଷର କୁସୁମ । ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ । ଫୋନ୍ ଛଡାଇ ନଉଥିବା ଦୁଇ ଲୁଟେରାକୁ କାବୁ କଲେ କୁସୁମ । ପଞ୍ଜାବ ଜଳନ୍ଧରର ଜଣେ ୧୫ ବର୍ଷୀୟ ନାବାଳିକାର ଏହି ସାହସିକତା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । More power to…

ଆସନ୍ତୁ ଜାଣିବା ଘରେ କେଉଁ ଦେବତାଙ୍କର କେତେ ପ୍ରତିମା ରହିବା ଉଚିତ

ପୁରୀ: ଘରେ ସମସ୍ତେ ଦେବ ଦେବୀଙ୍କୁ ରଖିବାକୁ ଓ ପୂଜା କରିବା ଭଲ ପାଇଥାନ୍ତି । ଏଥିରେ ଭକ୍ତି ଓ ଆନ୍ତରିକତା ଜଡିତ ଥାଏ । ତେବେ ଆମେ ଅଜାଣତରେ ମଧ୍ୟ ପ୍ରତିମା ରଖିବାରେ କେତେକ ଭୁଲ କରିଥାଉ । ଯାହା ଫଳରେ ଏହା ପରୋକ୍ଷରେ ଆମ ପ୍ରତି ଅଶୁଭ ଫଳ ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଘରେ କେଉଁ…

ଘାଇ ରାଜନୀତି

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆସି ରାଜ୍ୟକୁ ବେହାଲ୍‍ କରି ଦେଇଛି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଖରସ୍ରୋତା ଆଦି ପ୍ରତିଟି ନଦୀରେ ବନ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।…

୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ବର୍ଷାରୁ ନିସ୍ତାର ନାହିଁ । ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୮ଘଣ୍ଟା ମଧ୍ୟରେ ୧୧ଜିଲ୍ଳାକୁ ପ୍ରବଳ ବର୍ଷା ନେଇ…

ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ମନୋନୀତ: କେନ୍ଦ୍ରକୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇବା ପାଇଁ ମନୋନୀତ କରିବା ନେଇ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଧନ୍ୟବାଦ ଜଣାଇଛନ୍ତି…

ରଣବୀର ସିଂ, ରଣବୀର କାପୁର, ଭିକ୍କିଙ୍କ ରକ୍ତ ନମୂନା ପରୀକ୍ଷା କରିବା ପାଇଁ କହିଲେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ବୁଧବାର ଚାଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଡ୍ରଗ୍ସ ସେବନକାରୀଙ୍କ ପାଇଁ ବଲିଉଡ ଭୂସ୍ୱର୍ଗ ପାଲଟିଛି । ଏପରି କି ସେ ରଣବୀର କାପୁର, ରଣବୀର ସିଂ ଓ ଭିକ୍କି କୌଶଲଙ୍କ ପରି ଅଭିନେତା ରକ୍ତ ନମୂନା ପରୀକ୍ଷା କରାଇବା ପାଇଁ ଆଗେଇ…

ୟୁଜି/ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଚିଠି

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ପାଇଁ ସମୟ ମାଗିଲେ ସରକାର । ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷାର ଡେଡଲାଇନ ବୃଦ୍ଧି କରିବାକୁ ୟୁଜିସିକୁ ଅନୁରୋଧ କଲେ ରାଜ୍ୟ ସରକାର । ପରୀକ୍ଷା ଶେଷ କରିବାକୁ ସେପ୍ଟେମ୍ବର ୩୦ ପରିବର୍ତ୍ତେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେବାକୁ ଚିଠି…