Latest Odisha News

BREAKING NEWS

ରଣବୀରଙ୍କ ପରେ ଆଲିଆ ଭଟ୍ଟଙ୍କୁ କରୋନା

ମୁମ୍ବାଇ: ଆଉ ଜଣେ ବଲିଉଡ୍ ବିଉଟିଙ୍କୁ କରୋନା । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ଆଲିଆ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି- ‘କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୁଁ ନିଜକୁ ହୋମ୍ ଆଇସେଲସେନରେ ରଖିଛି ।…

ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆରାଧନା ସମ୍ମାନ ୨୦୨୦ ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ୯ ମ ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ -୨୦୨୦ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୨୦୨୦ ବର୍ଷ ପାଇଁ ବାସୁଦେବ ମାଲବିଶୋଇ ଏବଂ ଲଳିତ ନାରାୟଣ…

ଶିଶୁ କିଶୋର ପତ୍ରିକା ‘ଶିଶୁଲେଖା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଷ୍ଠାନ ପକ୍ଷରୁ ଏକ ଆଲୋଚନା ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ହୋଇଯାଇଛି। ଏହି ଅବସରରେ ପୂର୍ବରୁ ଅନେକ ଲୋକପ୍ରିୟତା ସାଉଁଟିଥିବା ଶିଶୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨ ତାରିଖ ଶୁକ୍ରବାର ମୀନ ୨୦ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଆଜିର ଘାତ ବାରବିଛା, ଧନୁ ଓ ମୀନ ରାଶିର ଆଜିର ଘାତ ଚନ୍ଦ୍ର- ସିଂହ, କନ୍ୟା ଓ ମକର ରାଶି…

ଗୁଡ୍ ଫ୍ରାଇଡେ ପାଇଁ ବିଏମସିର କଟକଣା

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ଗ୍ରାଫ୍ । କିଛି ଦିନ ଧରି ୨୦୦ ଉପରେ ପଜିଟିଭ୍ ସଂଖ୍ୟା ରହିବା ପରେ ଏବେ ୪ ଶହ ମୁହାଁ ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ଖାସକରି ରାଜଧାନୀ ଭୁବନେଶ୍ବରରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ତତ୍ପର…

ପ୍ରିରିଲିଜ ବ୍ୟବସାୟରେ ରେକର୍ଡ କଲା ରାଜମୌଲୀଙ୍କ ଆରଆରଆର ଫିଲ୍ମ

ମୁମ୍ବାଇ:ଦକ୍ଷିଣ ଭାରତ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜମୌଲୀଙ୍କ ଆଗାମୀ ଫିଲ୍ମ ଆରଆରଆର ପ୍ରିରିଲିଜ ବ୍ୟବସାୟରେ ରେକର୍ଡ କରିଛି । ମିଡିଆ ରିପୋର୍ଟସ ଅନୁସାରେ ଏହି ଫିଲ୍ମ ରିଲିଜ ପୂର୍ବରୁ ୯୦୦ କୋଟି ଆୟ କରିସାରିଛି । ପୂର୍ବରୁ ବାହୁବଳୀ-୨ ପ୍ରିରିଲିଜରେ ୫୦୦ କୋଟି ଆୟ କରିଥିଲା । ଏହା ମଧ୍ୟ…

ସମ୍ବଲପୁର ସେକ୍ସ ରାକେଟ୍ ଠାବ, ୪ ଜଣ ଯୁବତୀଙ୍କ ସହ ୩ ଗ୍ରାହକ ଅଟକ

ସମ୍ବଲପୁର : ସମ୍ବଲପୁର ଧନୁପାଲି ପୋଲିସ ଦ୍ବାରା ସେକ୍ସ ରାକେଟ୍ ଠାବ । ପୁଟୀବନ୍ଧ ଓ ଧନକଉଡା ଅଞ୍ଚଳର ଏକ ଘରେ ସେକ୍ସ ରାକେଟ୍ କାରବାର ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ଦୁଇଟି ସ୍ଥାନରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଏଥିସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖି…

ଆସନ୍ତୁ ଜାଣିବା କିଏ କରିବେ ୩୬ ଘଂଟାରେ ୫୦୦୦ କିଲୋମିଟିର ଯାତ୍ରା ଆଉ ୪ ରାଜ୍ୟରେ ନିର୍ବାଚନୀ ସଭା

ନୂଆଦିଲ୍ଲୀ: ଆଗାମୀ ୩୬ ଘଂଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦୦ କିଲୋମିଟର ଯାତ୍ରା କରିବେ । ଏହି ଅବସରରେ ସେ ୪ଟି ରାଜ୍ୟରେ ଅନେକଗୁଡିଏ ନିର୍ବାଚନୀ ସଭାରେ ଯୋଗ ଦେବେ । ବିଶ୍ୱାସ ନ ହେଲେ ବି ସତ । ବୋଧହୁଏ ଏଥିପାଇଁ ବିଜେପି ସଫଳତାର ଫର୍ଦ୍ଦ ଯୋଡି ଚାଲିଛି । ଗୁରୁବାର ସକାଳୁ…

ଭୁବନେଶ୍ବର ସୁନ୍ଦରପଦାରେ ବୋମାମାଡ଼, ୨ ଆହତ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦାରେ ବୋମାମାଡ଼ । ଆଜାଦନଗର ଅଞ୍ଚଳରେ ବୋମାମାଡ଼ ହୋଇଛି । ଗୋଟିଏ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି । ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ…

୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ବର : ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା କାଳିଆ ଟଙ୍କା । ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ରବି ଋତୁ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ…