ଆଙ୍କର୍ଙ୍କ ହିନ୍ଦୀ କହିବା ଶୈଳୀକୁ ଥଟ୍ଟା କରି ଟ୍ରୋଲ୍ ହେଲେ ଏ.ଆର୍ ରହମାନ
ନୂଆଦିଲ୍ଲୀ: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍ ରହମାନ ବର୍ତ୍ତମାନ କିଛି କଥା ପାଇଁ ଏବେ ସୋସିଆଲ୍ ମିଡିଆରେ ଟ୍ରୋଲ୍ର ଶିକାର ହେଉଛନ୍ତି। ବାସ୍ତବରେ, ନିକଟରେ ଏ ଆର୍ ରହମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର '୯୯ ସଙ୍ଗ୍ସ'ର ପ୍ରମୋସନ୍ ପାଇଁ ପହଞ୍ଚିଥିଲେ। ଯେଉଁଥିରେ କିଛି ଘଟଣା…