Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ଚିଠି:ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ବର: ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେ ଏନେଇ ଚିଠି ଲେଖିଛନ୍ତି । ମନ୍ଦିରର ସୁରକ୍ଷା ଓ…

ପ୍ରଥମେ ଚାଷୀଙ୍କ ଉପରକୁ ଟେକା ପଥର ମାଡ଼ ବନ୍ଦ କରନ୍ତୁ : ରାକେଶ ଟିକାୟତ

ଗାଜିପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଦେଇଥିବା ବୟାନ ପରେ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ତାଙ୍କର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ସରକାରଙ୍କ ସହ ଆଲୋଚନା ଲାଗି ଆମେ ସବୁ ବେଳେ ସବୁ ସମୟରେ ପ୍ରସ୍ତୁତ । ତେବେ ପ୍ରଥମେ ଚାଷୀଙ୍କ ଉପରକୁ…

ପିଲାମାନଙ୍କୁ ବିଦେଶୀ ଆତଙ୍କବାଦୀ ବୋଲି କହିବା ସେମାନଙ୍କୁ ଅପମାନିତ କରିବା ସହିତ ସମାନ; ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ, ଭାରତ ଯୁଦ୍ଧରେ ଲଢୁଥିବା ପିଲାମାନଙ୍କ ପ୍ରସଙ୍ଗ ଉଠାଇଥିଲା ଏବଂ ସେମାନଙ୍କୁ ବିଦେଶୀ ଆତଙ୍କବାଦୀ ଅର୍ଥାତ୍ ବିଦେଶୀ ଆତଙ୍କବାଦୀ ସଂଗ୍ରାମୀ (FTF) କୁହାଯାଏ। ଭାରତ କହିଛି ଯେ ଏପରି ପିଲାମାନଙ୍କୁ ବିଦେଶୀ ଆତଙ୍କବାଦୀ ବୋଲି କହିବା ସେମାନଙ୍କୁ ଅପମାନିତ କରିବା…

କୋହଲିଙ୍କଠାରୁ ଉପହାର ପାଇଁ ୱାର୍ଣ୍ଣରଙ୍କ ଝିଅ ଇଣ୍ଡି ବେଶ୍ ଖୁସି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଉପ ଅଧିନାୟକ ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ସହ ସୋସିଆଲ ସାଇଟରେ ମଜାଦାର କାର୍ଯ୍ୟ ନେଇ ମଧ୍ୟ ବେଶ୍ ଲୋକପ୍ରିୟ । ଏବେ ସେ ନିଜ ଝିଅ ଇଣ୍ଡିରେ ଏପରି ଏକ ଫଟୋ ଛାଡିଛନ୍ତି ଯାହା କି ଭାଇରାଲ ହେବାରେ ଲାଗିଛି । ଇଣ୍ଡି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ…

ରାଜ୍ୟ ସରକାର ତୈଳ ଦର ନକମାଇଲେ ଫେବୃଆରୀ ୧୫ରେ କଂଗ୍ରେସର ଆନ୍ଦୋଳନ: ନିରଞ୍ଜନ

ବ୍ରହ୍ମପୁର:ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡ଼ିଆରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଛି । ଏହି ଅବସରରେ ବ୍ରହ୍ମପୁରକୁ ଗାନ୍ଧୀଙ୍କ ଆଗମନର ୧୦୦ ବର୍ଷ ପୂର୍ତ୍ତି ସ୍ମୃତିଚାରଣ କରାଯାଇଥିଲା ।  ଏହି ସମାରୋହରେ ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର…

ବୁଝାମଣା ମାଧ୍ୟମରେ ଚାଷୀଙ୍କ ସମସ୍ୟାର ସମାଧାନ ହେବା ଉଚିତ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର ଲଗାତାର ଚାଷୀଙ୍କ ସମସ୍ୟାର ସମାଧାନ କଥାବାର୍ତ୍ତା ମାଧ୍ୟମରେ କରିବାକୁ ଚେଷ୍ଟା କରୁଛନ୍ତି। କୃଷକମାନଙ୍କ ପାଇଁ ସରକାରଙ୍କ ପ୍ରସ୍ତାବ ଏବେ ବି ଅଛି। ଦୟାକରି ଏହାକୁ…

ଲାଲ୍‌ କିଲ୍ଲା ଘଟଣା ପରେ ପଞ୍ଜାବର ୧୦୦ ରୁ ଅଧିକ ପ୍ରଦର୍ଶନକାରୀ ନିଖୋଜ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ 'କିସାନ ଗଣତନ୍ତ୍ର ପରେଡ'ରେ ଅଂଶଗ୍ରହଣ କରୁଥିବା ବେଳେ ଶତାଧିକ ବିରୋଧୀ କୃଷକ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ଦିନକ ପରେ ପଞ୍ଜାବର ବିଭିନ୍ନ ସ୍ଥାନରୁ ୧୦୦ ରୁ ଅଧିକ ବିରୋଧୀ କୃଷକ ନିଖୋଜ ହୋଇଯାଇଛନ୍ତି ବୋଲି ଏକ ଏନଜିଓ ଦାବି କରିଛି। ପଞ୍ଜାବ ମାନବ…

ଲଭର ବାବା; ପ୍ରେମିକାର ବାହାଘର ଭାଙ୍ଗିବାକୁ ବାବା ବେଶ ହେଲେ ପ୍ରେମିକ

ଯାଜପୁର: ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ହଟହଟା ପ୍ରେମିକ। ଏଭଳି ଏକ ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ । ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ବାବା ବେଶ ଧାରଣ କରି ପ୍ରେମିକା ଘରେ ପହଞ୍ଚିଥିଲେ ପ୍ରେମିକ। ଯୁବତୀଙ୍କ ମାଆଙ୍କ…

ବୋସୱାନାରେ ମିଳିଲା ୩୭୮ କ୍ୟାରେଟର ହୀରା, ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇପଡିବେ

ବୋସୱାନା: ଦକ୍ଷିଣ ଆଫ୍ରିକାର ବୋସୱାନାରେ ସର୍ବୋକୃଷ୍ଟ ହୀରାର ସନ୍ଧାନ ମିଳିଛି । ମିଳିଥିବା ଏହି ୩୭୮ କ୍ୟାରେଟ ହୀରାର ବଜାର ମୂଲ୍ୟ ୧୧୦ କୋଟି ଟଙ୍କା ହେବ । ହୀରା ଖଣିରୁ ଗବେଷକମାନେ ୧୩ ବର୍ଷ ଧରି ବହୁ ପରିଶ୍ରମ କରି ଏହାର ସନ୍ଧାନ ପାଇଛନ୍ତି । ଏହା ଆମ ପାଇଁ ଏକ ଖୁସି ଖବର ବୋଲି…

ଏହି ଦିନ ରିଲିଜ୍ ହେବ ଅଦିତି ରାଓଙ୍କ ଅଭିନୀତ ଚଳଚ୍ଚିତ୍ର ‘ମହା ସମୁଦ୍ରମ୍‌’

ନୂଆଦିଲ୍ଲୀ: ଅଭିନେତା ଶରୱାନନ୍ଦ, ସିଦ୍ଧାର୍ଥ ଏବଂ ଅଦିତି ରାଓ ହାଇଦାରୀଙ୍କ ଆଗାମୀ ଚଳଚ୍ଚିତ୍ର ମହା ସମୁଦ୍ରମ୍‌ ଅଗଷ୍ଟ ୧୯ ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ବର୍ତ୍ତମାନ ହାଇଦ୍ରାବାଦରେ ମହା ସମୁଦ୍ରମ୍‌ର ସୁଟିଂ ଚାଲିଛି। ମହା ସମୁଦ୍ରାମ୍ ଏକ ତାମିଲ୍ ଏବଂ ତେଲୁଗୁ…