ଗଣତନ୍ତ୍ର ଦିବସରେ ବେଙ୍ଗାଲୁରୁରେ ୧୨୫ଟି ଟ୍ରାକ୍ଟର ପ୍ରବେଶକୁ ଅନୁମତି ଦେଲା କର୍ଣ୍ଣାଟକ ପୋଲିସ
ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କୃଷକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିବା ପରେ କର୍ଣ୍ଣାଟକ ପୋଲିସ ସୋମବାର ଅପରାହ୍ନରେ ପ୍ରାୟ ୧୨୫ ଟି ଟ୍ରାକ୍ଟରକୁ ସହରରେ ଧାର୍ଯ୍ୟ ହୋଇଥିବା ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛି।
“ବିଭିନ୍ନ ଦିଗରୁ…