ଟି୨୦ରେ ଭାରତର ପ୍ରଭୂତ୍ୱ ଜାରୀ, କ୍ରମାଗତ ୮ମ ସିରିଜରେ ବିଜୟୀ
ଅହମ୍ମଦାବାଦ: ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ହରାଇବା ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି । ଟିମ ଇଣ୍ଡିଆ ଏଥିସହ କ୍ରମାଗତ ୮ଟି ଟି୨୦ ସିରିଜ ବିଜୟୀ ହୋଇଛି । ଅହମ୍ମଦାବାଦରେ ଖେଳା ଯାଇଥିବା ଅନ୍ତିମ ଟି୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩୨ ରନ କରିଥିଲା । ଜବାବରେ…