Latest Odisha News

BREAKING NEWS

ଜୋ ବାଇଡେନ୍‌ଙ୍କୁ ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପାର୍ଥୀ ଭାବେ ମନୋନୀତ କଲା ଡେମୋକ୍ରାଟିକ୍…

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି। ପୂର୍ବରୁ ଦୁଇ ଥର ରାଷ୍ଟ୍ରପତି ହେବା ନିମନ୍ତେ ଉଦ୍ୟମ କରିଥିବା ବାଇଡେନ୍‌ଙ୍କ ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦଦାୟକ…

ଆଜି ବାହାରିବ +୨ ବାଣିଜ୍ୟ ଫଳ

ଭୁବନେଶ୍ୱର: ଆଜି ବାହାରିବ ଯୁକ୍ତ ୨ ବାଣିଜ୍ୟ ଫଳ । ଆଜି ଦିନ ୧୧ ଟା ୩୦ ରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ)ର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବା ନେଇ…

ମୋ ପାଇଁ ପ୍ରାର୍ଥନା କରନ୍ତୁ: ସଞ୍ଜୟ ଦତ୍ତ

ମୁମ୍ବାଇ: ନିକଟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମଙ୍ଗଳବାର ସନ୍ଧ୍ୟାରେ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜାତୀୟ ନ୍ୟୁଜ ଏଜେନ୍ସି ANI ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡାକ୍ତରଖାନା ଯିବାବେଳେ ସଞ୍ଜୟ ତାଙ୍କ…

ଆଜିଠାରୁ ଲଘୁଚାପ ବର୍ଷାରେ ଭିଜିବ ସାରା ରାଜ୍ୟ

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ଏହାର ପ୍ରଭାବରେ ଅନେକ ସ୍ଥାନରରେ ବର୍ଷା ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର…

ରହସ୍ୟମୟ ଶିବ ମନ୍ଦିର; ଯେଉଁଠି ୧୨ ବର୍ଷକୁ ଥରେ ଶିବଲିଙ୍ଗ ଉପରେ ହୁଏ ବଜ୍ରପାତ!

ଭୁବନେଶ୍ୱର: ଦେବ ଭୂମି ଭାରତ । ଅନେକ ରହସ୍ୟରେ ଭରି ରହିଛି ଏଠାକାର ଦେବୀଦେବତାଙ୍କ ମନ୍ଦିର। ଅନ୍ୟ ସମସ୍ତ ସ୍ଥାନ ମାନଙ୍କ ଭଳି ହିମାଚଳ ପ୍ରଦେଶରେ ରହିଛି ମନ୍ଦିରର ସମାହାର । ଏହାକୁ ଦେବଭୂମି ବୋଲ ମଧ୍ୟ କୁହାଯାଏ।ଏଠାକାର ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ପାଇଁ ବେଶ…

ବଡ଼ଦେଉଳକୁ ସପ୍ତପୁରୀ ତାଡ଼ ବିଜେ

ପୁରୀ: ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରର ସ୍ଵତ୍ତ୍ୱଲିପି ଅନୁଯାୟୀ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ ହୋଇଯାଇଛି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀମନ୍ଦିରରୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ ତା୧୯-୮-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୯ ରିଖ ବୁଧବାର ସିଂହ ୪ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-:କର୍କଟ…

[ଭାଇରାଲ୍ ଭିଡିଓ] ମାଆ କରୁଛି ମାଆକୁ ସଲାମ

ସେ ଭାରତ ମାତା । ତ୍ରିରଙ୍ଗା ଫର୍ ଫର୍ ଉଡିଲା ବେଳେ ଆମ ଛାତି କୁଣ୍ଢେମୋଟ ହୋଇଯାଏ । କାରଣ ଆମେ ସ୍ୱାଧୀନ । ଇଂରେଜ ଶାସନ କାଳରେ ଏଇ ଭାରତ ଦେଖିଛି କେତେ କେତେ ଜୁଲମ୍‌, ଦେଖିଛି ଅତ୍ୟାଚାର । ଏଇ ମାଆ ମାଟି ପାଇଁ କେତେ ଯେ ଜୀବନ ଯାଇଛି କେତେ ରକ୍ତ ବୋହୁଛି । ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ…

[ଭାଇରାଲ୍ ଭିଡିଓ] ଜର୍ମାନୀରେ ପାକିସ୍ତାନୀଙ୍କୁ ଧୂଳି ଚଟେଇଲେ ଏକାକୀ ଭାରତୀୟ !

ଭୁବନେଶ୍ୱର: ଭାରତରେ ଏବେ ପ୍ରଶାନ୍ତ ଭେଙ୍ଗୁରେଲକର ନାମକ ଜଣେ ବ୍ୟକ୍ତି ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ଚର୍ଚ୍ଚା ପଛରେ କାରଣ ସାଜିଛନ୍ତି କିଛି ମୁର୍ଖ ପାକିସ୍ତାନୀ ଓ ଖଲିସ୍ତାନ ସମର୍ଥକ । ଫ୍ରାଙ୍କଫର୍ଟ, ଜର୍ମାନୀରେ ପାକିସ୍ତାନୀଙ୍କୁ ନିଜ ଜବାବ ଜରିଆରେ ମଜା ଚଖେଇଛନ୍ତି ପ୍ରଶାନ୍ତ ।…

ସୁସ୍ଥ ହେଲେ ଆଉ ୧୫୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢ଼ୁଛି କରୋନା ସୁସ୍ଥ ହାର । ରାଜ୍ୟରେ ଆଜି  ଆଉ ୧୫୩୫ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୫୩୧୫ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୮୭, ସୁନ୍ଦରଗଡରୁ ୧୭୮,…