Latest Odisha News

BREAKING NEWS

ଆଜିଠୁ ଆମେରିକାରେ ବାଇଡେନ୍ ଯୁଗର ଆରମ୍ଭ

ଓ୍ୱାଶିଂଟନ୍: ଆମେରିକାରେ ଆଜିଠୁ ବାଇଡେନ୍ ରାଜ୍ । ଦେଶରେ ନୂଆ ରାଷ୍ଟ୍ରପତି ଭାବରେ ଶପଥ ନେବେ ଜୋ ବାଇଡେନ୍ । ତାଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ । ବାଇଡେନଙ୍କ ସହ ଉପରାଷ୍ଟ୍ରପତି ଭାବରେ କମଲା ହାରିସ ଶପଥ ନେବେ । ବାଇଡେନ ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ…

ବାଲୁକା କଳାରେ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠୁ ଆମେରିକାରେ ବାଇଡେନ୍ ରାଜ୍ । ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ । ତାପୂର୍ବରୁ ବାଲୁକାକଳାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁଦର୍ଶନ ବାଲିରେ…

ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୩ ମୃତ

ପଶ୍ଚିମବଙ୍ଗ ଜଲପାଇଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ । ଗତକାଲି ବିଳମ୍ବିତ ରାତିରେ ଜଲପାଇଗୁଡ଼ି…

ରାଜ୍ୟରେ ୭ଟି ସ୍ଲାବରେ କୋହଳ ହେବ ସ୍କୁଲ ଫି’, ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କୋହଳ ହେବ ସ୍କୁଲ ଫି । ଘରୋଇ ସ୍କୁଲ, ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି…

ବିବାହ ବନ୍ଧନରେ ବାନ୍ଧି ହେଲେ ୨ ଯୁବତୀ; ପରିବାର ଲୋକଙ୍କ ବିରୋଧ

ଯାଜପୁର: ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ଆଉ ହାତରେ ସଂଖା। ସବୁ ନବବଧୂ ପରି ଏହି ମହିଳା ପିନ୍ଧିଥିବା ଶଙ୍ଖା ସିନ୍ଦୂର କୌଣସି ଯୁବକ ପାଇଁ ନୁହେଁ ବରଂ ଏହା ହେଉଛି ଜଣେ ଯୁବତୀଙ୍କ ପାଇଁ। କଥାଟି ଟିକେ ଅଡୁଆ ଲାଗିପାରେ, ହେଲେ ଏହା ସତ୍ୟ। ପରସ୍ପରକୁ ଜୀବନସାଥି ରୂପେ ଆପଣେଇ ନେଇଛନ୍ତି ୨…

ଛଉନୃତ୍ୟ ପ୍ରେମରେ କଲମ୍ବିଆର ନୃତ୍ୟଶିଳ୍ପୀ କେରୋଲିନା

ବାରିପଦା : ମୟୂରଭଞ୍ଜର ଐତିହ୍ୟସମ୍ପନ୍ନ ଛଉନୃତ୍ୟ ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଅନେକ ବିଦେଶୀ ବି ଏହାର ପ୍ରେମରେ ପଡିଯାନ୍ତି । ଏମିତି ଜଣେ ବିଦେଶୀନି ହେଉଛନ୍ତି କଲମ୍ବିଆର କେରୋଲିନା ପ୍ରାଦା । କରୋଲିନା ଜଣେ ଛଉନୃତ୍ୟ ଶିଳ୍ପୀ ଭାବେ ବେଶ୍ ନାଁ କରିଛନ୍ତି । କରୋନା ଯୋଗୁଁ ସରକାର…

ସଫେଇ କର୍ମଚାରୀଙ୍କ ପାଇଁ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଛି ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ। ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଏହାକୁ ଶୁଭାରମ୍ଭ ହୋଇଥିବା ବେଳେ ଏହା ୧୦ ଦିନ ଧରି…

ଢେଙ୍କାନାଳରେ ହାତୀ ଆକ୍ରମଣ; ୨ ଦିନରେ ୨ ମୃତ

ଢେଙ୍କାନାଳ: ଢେଙ୍କାନାଳରେ ହାତୀ ଆକ୍ରମଣ ୨ଦିନରେ ଗଲାଣି ୨ଟି ଜୀବନ । ହାତୀ ଆକ୍ରମଣରେ ମଙ୍ଗଳବାର ଦିନ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି ସଦର ଥାନା ଗହମଖୁଣ୍ଟି ଗାଁର ରମେଶ ସାହୁ । ଖବର ଅନୁଯାୟୀ, ମଙ୍ଗଳବାର ଦିନ…

ବ୍ୟାସନଗର କଲେଜ କ୍ୟାମ୍ପସରୁ ବିଷାକ୍ତ ନାଗ ସାପ ଉଦ୍ଧାର

ଯାଜପୁର : କଲେଜ କ୍ୟାମ୍ପସରୁ ବିଷାକ୍ତ ସାପ ଉଦ୍ଧାର। ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ଏକ ବିଷାକ୍ତ ନାଗ ସାପ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାପଡିଛି। ତେବେ…

ମାଡିଗଲା ଟ୍ରକ; ଚାଲିଗଲା ଭିକ୍ଷାବୃତ୍ତି କରୁଥିବା ମହିଳାଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ବରୁଣ୍ଡେଇ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା। ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ । ମୃତା ମହିଳା ଜଣଙ୍କ ସ୍ଥାନୀୟ ପୂର୍ବକୋର୍ଟ ଗାଁର ଗୌରୀ ଆଉଲା ବୋଲି ଜଣାପଡିଛି । ସୂଚନା ମୁତାବକ ଗୌରୀ ପ୍ରତେକଦିନ ବରୁଣ୍ଡେଇ ବଜାରକୁ…