Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୧୭-୮-୨୦୨୦ ସୋମବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୭ ରିଖ ସୋମବାର ସିଂହ ୨ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର…

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ କରୋନା ଚିହ୍ନଟ…

ଗୋଲିଆ ଗୁଳିକାଣ୍ଡ ଘଟଣା: ଏଏସପିଙ୍କ ଉପସ୍ଥିତରେ ପୋଲିସର ଫ୍ଲାଗ ମାର୍ଚ୍ଚ

ବୁଗୁଡା: ଗୋଲିଆ ଗୁଳିକାଣ୍ଡ ଘଟଣାରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗାଁରେ ଏଏସପିଙ୍କ ଉପସ୍ଥିତି ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସୂଚନା ଯୋଗ୍ୟ ଯେ,…

ଲ୍ୟାଣ୍ଡଲାଇନ ନମ୍ବରରେ ଚଳାଇପାରିବେ ହ୍ଵାଟ୍ସଆପ୍, ଜାଣନ୍ତୁ ଏହା ହେଉଛି ଉପାୟ

ନୂଆଦିଲ୍ଲୀ: ସମ୍ପ୍ରତି ସମସ୍ତଙ୍କ ଦୈନଦିନ ଜୀବନରେ ହ୍ଵାଟ୍ସଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ ପାଲଟିଛି। ଯଦିଓ ବିଶ୍ବବ୍ୟାପୀ ହଜାର ହଜାର ଯୋଗାଯୋଗ ଆପ୍ ଅଛି, ହ୍ଵାଟ୍ସଆପ୍ ସବୁଠାରୁ ଲୋକପ୍ରିୟ ଅଟେ | ଆପଣ ଏହାକୁ ଆପଣଙ୍କର ବ୍ୟକ୍ତିଗତ ମୋବାଇଲ୍ ନମ୍ବର ସହିତ ଚଲାଇ ପାରିବେ | କିନ୍ତୁ ଖୁବ୍ କମ୍…

ଶାନ୍ତି ଆଲୋଚନା ନେଇ ଆଫଗାନିସ୍ତାନ ସରକାରକୁ ଠକି ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ଆଜି ବଡ ଝଟକା ଲାଗିଛି । ଚୁକ୍ତି ଅନୁସାରେ ଆତଙ୍କବାଦୀଙ୍କୁ ଛାଡିବା ପରେ ତାଲିବାନ ବିଶ୍ୱାସଘାତକତା କରିଛି । ଏପରି କି ଅଶରଫ ଗନି ସରକାରକୁ ଆମେ ମାନିବୁ ନାହିଁ ବୋଲି ଖୋଲାଖୋଲି ଭାବେ ଚ୍ୟାଲେଂଜ କରିଛି । ଏ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଗାନି…

ସିଲ୍ ହେଲା ୩ ସରକାରୀ ଅଫିସ୍

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ସଟଡାଉନ୍‌ଠାରୁ ଆରମ୍ଭ କରି ଲକଡାଉନ୍ ସବୁ ପ୍ରକାରର କୋଭିଡ କଟକଣା ଲାଗୁ ହୋଇଛି । ଏହି ମାମଲାରେ ଆଜି ୩ ସରକାରୀ ଅଫିସ୍‌କୁ…

ମନ୍ଦିର ପରିସରରେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ହରିଦପଦର ପଞ୍ଚାୟତ ଅନ୍ତର୍ଗତ ଭେଙ୍କଟ୍ରାପଲ୍ଲୀ ଗାଁର ସୁଦାମ ନାହକଙ୍କ ପତ୍ନୀ ରଞ୍ଜିତା ନାହକଙ୍କ ମୃତଦେହ ମୁକେଶ୍ୱର ମନ୍ଦିର ପରିସରରେ ପଡ଼ିଥିବା ସୂଚନା ମିଳିଛି। ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି।…

ସୋଫା ଭିତରେ ସାପ

ଭୁବନେଶ୍ୱର: ସୋଫା ଭିତରୁ ବାହାରିଲା ସାପ । ଭୁବନେଶ୍ୱର ୟୁନିଟୟ-୬ ସ୍ଥିତ କ୍ୱାଟର ନମ୍ବର- ସି-୪/୧ରେ ରହୁଥିବା ସ୍ପେଶାଲିଷ୍ଟ ଡାକ୍ତର ଭଗବାନ ସାହୁଙ୍କ ଘରୁ ସାପଟି ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଂଚି ସୋଫା ଭିତରୁ ସାପଟିକୁ ବାହାର କରିଛନ୍ତି । ଆଜି ଭାଗବନ ସାହୁ ତାଙ୍କ…

ଆଜି ସୁସ୍ଥ ହେଲେ ଆଉ ୧୫୫୦, ୪୨ ହଜାର ଡେଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୨୯ଟି ଜିଲ୍ଳାରୁ ୧୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୧୭୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି…

୧୦ କୋଭିଡ ଯୋଦ୍ଧାଙ୍କ ସମେତ ସିଏମ୍‌ସିରେ ଆଉ ୧୧୯ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟିରେ ବଢ଼ୁଛି ସଂକ୍ରମଣ । ଆଜି ପୁଣି କଟକ ମହାନଗର ନିଗମରୁ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୭ ଜଣ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି।…