ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଅକ୍ଷୟଙ୍କ ନିବେଦନ
ମୁମ୍ବାଇ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ କିଛି ଦାନ କରିବାକୁ ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ପ୍ରଶଂସକ ମାନଙ୍କୁ ନିବେଦନ କରିଛନ୍ତି।
ମନ୍ଦିର ଲାଗି ଦାନ ସଂଗ୍ରହ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି। ଏଭଳି ସମୟରେ ରବିବାର ଦିନ ଅଭିନେତା ଜଣକ ଟ୍ୱିଟରରେ ଏକ…