କରୋନା ଭୟ: ବନ୍ଦ ହେଲା ସେସୁର କଲେକ୍ସନ କାଉଣ୍ଟର, ଅନଲାଇନ୍ ପେମେଣ୍ଟ ପାଇଁ ଗ୍ରାହକଙ୍କୁ କଲା ଅନୁରୋଧ
ଭୁବନେଶ୍ୱର: କୋଭିଡ଼-୧୯ ର ଭୟାବହତାକୁ ଦୃଷ୍ଟିରେ ରଖି ସେସୁ ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ଖୋର୍ଦ୍ଧା, କେନ୍ଦ୍ରାପଡା, ଅନୁଗୁଳ ଏବଂ ପୁରୀ ପୌରପାଳିକା ଅଞ୍ଚଳରେ ଏହାର ସମସ୍ତ କଲେକ୍ସନ କାଉଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ରବିବାର ଦିନ ସେସୁ ଦ୍ୱାରା ଜାରି କରାଯାଇଥିବା ଏକ…