କରୋନା ଟିକା ନେଲେ ବ୍ରିଟେନ ରାଣୀ ଏବଂ ପ୍ରିନ୍ସ ଫିଲିପ
ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଏବଂ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କୁ କରୋନା ଟିକା ଦିଆଯାଇଛି। ବକିଙ୍ଗହମ୍ ପ୍ୟାଲେସ୍ରେ ଏକ ପ୍ରକାଶନରେ କୁହାଯାଇଛି ଯେ ୱିଣ୍ଡସର୍ ଦୁର୍ଗରେ ୯୪ ବର୍ଷିୟ ରାଣୀ ଏବଂ ୯୯ ବର୍ଷିୟ ଫିଲିପଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଥିଲା। ଉଲ୍ଲେଖ ଥାଉ…