Latest Odisha News

BREAKING NEWS

ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି: ୨୪ ଘଣ୍ଟାରେ ରାଜ୍ୟରୁ ୨୬୦ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୯ଟି । ଆଜି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ମନେଇବା ପାଇଁ ଚେନ୍ନାଇରେ ପ୍ରଶଂସକଙ୍କ ପ୍ରଦର୍ଶନ ଜାରି

ଚେନ୍ନାଇ: ନିକଟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ। ଯାହା ଫଳରେ ତାଙ୍କ ଫ୍ୟାନ୍ସ ଏହି ଖବର ଶୁଣିବା ପରଠାରୁ ଦୁଃଖରେ ଅଛନ୍ତି। ଚେନ୍ନାଇ ପୋଲିସ ରବିବାର ଦିନ ରଜନୀକାନ୍ତ ଫ୍ୟାନ୍ କ୍ଲବର ସଦସ୍ୟମାନଙ୍କୁ ବଲୁଭର୍ କୋଟାମରେ…

ଚନ୍ଦକା ବନଖଣ୍ଡକୁ ଏବର୍ଷ ଆସିଛନ୍ତି ଅଧିକ ପକ୍ଷୀ

ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ବନଖଣ୍ଡରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଛନ୍ତି । ମୋଟ୍ ୨୧ ହଜାର ୯୪୮ଟି ପକ୍ଷା ଆସିଥିବା ଜଣାପଡ଼ିଛି । ଗତବର୍ଷ ଅପେକ୍ଷା ପ୍ରାୟ ୬ହଜାର ଅଧିକ ପକ୍ଷୀ ଏବର୍ଷ ଆସିଛନ୍ତି । ୨୦୨୦ରେ ଏହି ସମୟରେ ଚନ୍ଦକା-ଡମପଡ଼ା ବନଖଣ୍ଡକୁ ୧୬…

ପୁନର୍ବାର ସିରାଜଙ୍କୁ ଟାର୍ଗେଟ କଲେ ଅଷ୍ଟ୍ରେଲୀୟ ଦର୍ଶକ, ପୋଲିସର କାର୍ଯ୍ୟାନୁଷ୍ଠାନ

ସିଡନୀ: ଚଳିତ ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆର କେତେକ ଦର୍ଶକ ଉଦ୍ଦେଶ୍ୟମୂଳକ ଭାବେ ମହମ୍ମଦ ସିରାଜଙ୍କୁ ଟାର୍ଗେଟ କରିଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିରାଜଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ କରିଛନ୍ତି କେତେକ ଦର୍ଶକ । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ସିରାଜ ଏ…

ଚର୍ଚ୍ଚାରେ ସାରାଙ୍କ ନୂଆ ବନ୍ଧୁ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବହୁତ ସକ୍ରିୟ ରହୁଛନ୍ତି। ନିକଟରେ ସାରା ତାଙ୍କ ଫିଲ୍ମ 'କୁଲି ନଂ ୧' ରିଲିଜ୍ ଏବଂ ଫିଲ୍ମ 'ଅତ୍‌ରଙ୍ଗୀ ରେ' ସୁଟିଂ ବିଷୟରେ ଆଲୋଚନାରେ ଥିଲେ। ଆଜିକାଲି ସେ ତାଙ୍କ ଭାଇଙ୍କ ସହ ଛୁଟିଦିନ କରୁଛନ୍ତି। ଯାହାଙ୍କ ସହ ସେ…

ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ପୋଲିସ ଆଖିରେ ଧୂଳି ଦେବାକୁ ନୂଆ ନୂଆ କୌଶଳ ଆପଣଉଛନ୍ତି ବେପାରୀ । ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ଏଭଳି ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ମାଲକାନଗିରି ଥାନା ପୋଲିସ । ଦୁର୍ବୃତ୍ତ ନୀଳବତି ଲାଗିଥିବା ଗାଡ଼ି…

କଟକରେ ବାଲିଘାଟରେ ଚଢ଼ାଉ: ୧୧ ଅଟକ, ୭ଟି ଟ୍ରାକ୍ଟର ଜବତ

କଟକ: ବାଲିଘାଟ ଉପରେ କମିଶନରେଟ ପୋଲିସର ଚଢ଼ାଉ । କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ ଚଢ଼ାଉ ହୋଇଛି । ଏତିକିବେଳେ ଜବତ ହୋଇଛି ୭ଟି ଟ୍ରାକ୍ଟର । ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛନ୍ତି । ଏହି…

“ଗାଁ ଛାଡ଼ିବୁ ନାହିଁ, ଦଶଟି ଜନ ଆନ୍ଦୋଳନର ଗାଥା”- ମାଟିକୁ ବଞ୍ଚାଇବା ଲାଗି ଓଡିଆ ଲୋକଙ୍କ ରକ୍ତ ଓ ଝାଳର ଇତିହାସ

..................................... ବହି- ଗାଁ ଛାଡ଼ିବୁ ନାହିଁ, ଦଶଟି ଜନ ଆନ୍ଦୋଳନର ଗାଥା ଲେଖକ- ନିଗମାନନ୍ଦ ଷଡଙ୍ଗୀ-ରଞ୍ଜନା ପାଢୀ ପ୍ରକାଶକ – ମାନବ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ମୂଲ୍ୟ-୨୯୫ଟଙ୍କା,…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କେଉଁଠି କଣ ଓ କେତେ ସମ୍ପତ୍ତି ଅଛି ?

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଆପଣେଇଛନ୍ତି ଜିରୋ ଟଲେରାନ୍ସ ନୀତି । ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ କରିଛନ୍ତି ସରକାର । ତାପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି । ୨୦୨୦ ମାର୍ଚ୍ଚ…

ଯିବା ପୂର୍ବରୁ କ’ଣ ରହିଛି ଟ୍ରମ୍ପ୍‌ଙ୍କ ବଡ଼ ଟାର୍ଗେଟ୍‌

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ବର୍ତ୍ତମାନ କିଛି ଦିନ ବାକି ଅଛି। ଟ୍ରମ୍ପ ତାଙ୍କର ଶେଷ ଦିନରେ ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟାର୍ଗେଟ କରିପାରନ୍ତି। ସିଏନ୍ଏନ୍ ଅନୁଯାୟୀ, ଆମେରିକା ସଂସଦର କ୍ୟାପିଟଲ୍ ହିଲ୍ କମ୍ପ୍ଲେକ୍ସରେ…