ବିସ୍ଫୋରଣରେ ଥରିଲା ବିମାନବନ୍ଦର; ୨୨ ମୃତ, ୫୦ ରୁ ଅଧିକ ଆହତ
ନୂଆଦିଲ୍ଲୀ: ୟେମେନର ଅଦନ ବିମାନବନ୍ଦରରେ ଜୋରଦାର ବିସ୍ଫୋରଣ । ଏହି ଆକ୍ରମଣରେ ପ୍ରାୟ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ୟେମେନର ଅଦନ ବିମାନବନ୍ଦରରେ ହୋଇଛି ଜୋରଦାର ବିସ୍ଫୋରଣ । ଏପର୍ଯ୍ୟନ୍ତ ମିଳିଥିବା…