Latest Odisha News

BREAKING NEWS

ସୁନ୍ଦରଗଡରେ ୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ବିଗବସ୍ ସିଜିନ୍‌-୧୪; କେବେ ଆସିବ ଛୋଟ ପରଦାକୁ ?

ମୁମ୍ବାଇ: ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ଲୋକପ୍ରିୟ ରିୟାଲିଟି ସୋ ବିଗ୍‌ବସ୍ ସିଜିନ୍‌-୧୪ । ଆରମ୍ଭ ହେବା ନେଇ ଶୁଣିବାକୁ ମିଳୁଛି ଅନେକ ର‌୍ୟୁମର । ପୂର୍ବ ସିଜିନ୍ ଗୁଡିକ ପରି ଏହି ସମୟରେ ପ୍ରମୋ ଟିଭିରେ ଆସିବା ସହ କଣ୍ଟେଷ୍ଟାଣ୍ଟଙ୍କୁ ନେଇ ଅନେକ ଅଙ୍କ କଷା ଚାଲିବା କଥା । ହେଲେ…

କରୋନା ସଂକ୍ରମଣ ଭୟ: ସମ୍ବଲପୁରର ଏହି ସବୁ ଅଂଚଳରେ ୧୪୪ ଧାରା ଲାଗୁ

ସମ୍ବଲପୁର: ସହରରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୪ଟି ସ୍ଥାନରେ ଆଜିଠାରୁ ୧୪୪ ଧାରା ଲାଗୁ ହୋଇଛି । ସାକ୍ଷୀପଡାର ମୁଣ୍ଡାପଡା, ବଡବଜାର ସହ କେଉଟପଡାର କୃଷ୍ଣପଡା ଓ ହୀରାକୁଦର ଖ୍ରୀଷ୍ଟିଆନ ପଡାରେ ଉପଜିଲ୍ଲାପାଳଙ୍କ କୋର୍ଟ ଏହି ୧୪୪ ଧାରା ଲାଗୁ କରିଛନ୍ତି । ଏହି…

ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଧାନସଭାର ୫ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ଜୁଲାଇ ୩୧ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା…

ସଫଳ ହେଲା ପ୍ଲାଜମା ଥେରାପି; କରୋନାରୁ ସୁସ୍ଥ ହୋଇ ଫେରିଲେ ରୋଗୀ

ଭୁବନେଶ୍ୱର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପିକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । କଟକର ଜଣେ କରୋନା ରୋଗୀ ଏହି ଥେରାପି ଦ୍ୱାରା ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି । ବିଭାଗର…

ମାଲକାନଗିରିରେ ସୁପର ସ୍ପ୍ରେଡର; ୫ ଜଣଙ୍କୁ କଲେ ସଂକ୍ରମିତ

ମାଲକାନଗିରି: ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୮୧ରେ ପହଞ୍ଚିଛି । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ମାଲକାନଗିରି ମହାନଗର ନିଗମର ।…

ଜୟପୁର ମହାନଗର ନିଗମ ଜୁଲାଇ ୨୮ ଯାଏଁ ସଟଡାଉନ୍

ଜୟପୁର: କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କୋରାପୁଟ ପ୍ରଶାସନ ଜୁଲାଇ ୨୪ ମଧ୍ୟରାତ୍ରିରୁ ଜୁଲାଇ ୨୮ ଯାଏଁ ଜୟପୁର ମ୍ୟୁନିସିପାଲିଟି କୁ ସଟଡାଉନ୍ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି ସଟଡାଉନ୍ ଅବଧି ମଧ୍ୟରେ ମେଡିକାଲ୍‌, ପୋଲିସ, ଅଗ୍ନିଶମ, ଟେଲିକମ୍, ଡାକ…

ଓଡିଶାର ୧୦ ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ବାଲେଶ୍ୱର, ଭଦ୍ରକ,…

ଥମୁନି କରୋନା: ଗୋଟିଏ ଦିନରେ ଆମେରିକାରେ ୭୬,୫୭୦ ଆକ୍ରାନ୍ତ ଓ ୧୨ ଶହରୁ ଉର୍ଦ୍ଧ୍ୱ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୧,୪୪,୩୦୫ରୁ ଅଧିକ ଟପିଲାଣି । ଏହାବ୍ୟତିତ ୪୦ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ…

ଭାରତ,ଆମେରିକା, ବ୍ରାଜିଲ କରୋନାର ଉଚିତ ମୁକାବିଲା କରିପାରିବେ : ଡବ୍ଲ୍ୟୁଏଚଓ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କରୋନା ମୁକାବିଲା କ୍ଷେତ୍ରରେ ଭାରତ, ବ୍ରାଜିଲ ଓ ଆମେରିକା ପ୍ରଶଂସା କରିଛି । ଏହି ୩ଟି ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ କରୋନାକୁ ହରାଇବା ଦକ୍ଷତା ମଧ୍ୟ ଏମାନଙ୍କର ରହିଛି । ଗଣତନ୍ତ୍ର ଓ ଇଚ୍ଛାଶକ୍ତି ଯୋଗୁ ରୋଗ ସହ…