Latest Odisha News

BREAKING NEWS

ପୁନେ NIVକୁ ପଠାଗଲା ଓଡ଼ିଶାରୁ ପଜିଟିଭ୍ ଚିହ୍ନଟ ବ୍ରିଟେନ୍ ଫେରନ୍ତାଙ୍କ ନମୁନା

ଭୁବନେଶ୍ୱର: ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶୀଳନ କରାଯିବ । ବ୍ରିଟେନରୁ ଫେରିକି ଯିଏ ପଜିଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନ୍ସିଙ୍ଗ କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା । ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି ।…

ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର, ଭୟଭୀତ ହେବା ନାହିଁ: ଡିଏମଇଟି

ଭୁବନେଶ୍ୱର: ବ୍ରିଟେନର କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ଏବଂ ଭୁବନେଶ୍ୱରରେ ଜଣେ ବ୍ରିଟେନ୍ ଫେରନ୍ତା ପଜିଟିଭ୍ ଚିହ୍ନଟ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବ୍ରିଟେନ୍ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି ।…

ପରୀ ହତ୍ୟା ମାମଲା: ଚାର୍ଜସିଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସାଇଟିକୁ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଘଟଣାକୁ ବହୁ ଦିନ ବିତିଯାଇଥିବାରୁ ଶୀଘ୍ର ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ…

ପୁରୀ ଅଠରନଳା ପୋଲ ଉପରେ ଆଜିଠୁ ଯାତାୟତ ବନ୍ଦ

ପୁରୀ: ଆଜିଠାରୁ ପୁରୀରେ ଐତିହ୍ୟ ବହନ କରୁଥିବା ଅଠର ନଳା ବ୍ରିଜ ଉପରେ ଯାତାୟତ ବନ୍ଦ । ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଚଳ ବନ୍ଦ କରାଯାଇଛି । ବ୍ରିଜର ଦୁଇ ପଟରେ ବ୍ୟାରିକେଡ୍ କରିଛି ଜିଲ୍ଲା ପ୍ରଶାସନ । ପୋଲର ସୁରକ୍ଷା ଦୃଷ୍ଟିରୁ ଯାତାୟାତରେ କଟକଣା ଲାଗିଛି । ବହୁ ପୁରାତନ ଅଠର ନଳା ପୋଲ…

ଜେଲରୁ ବାହାରି ପାରିବେନି ପ୍ରଦୀପ ସେଠୀ, ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ନିରାଶ କଲେ ହାଇକୋର୍ଟ । ଜେଲରୁ ବାହାରିବା ପାଇଁ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଫଳରେ ଏବେ ସେ ଜେଲରୁ ବାହାରି ପାରିବେ ନାହିଁ । ୭ ବର୍ଷ ଜେଲରେ ଥିବାରୁ ମୁକ୍ତି କରିବା ପାଇଁ ହାଇକୋର୍ଟରେ ସେ ଆବେଦନ କରିଥିଲେ…

ଭିଜିଲାନ୍ସ ଜାଲରେ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ସୁବର୍ଣ୍ଣପୁର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପିଇଓ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ । ସୋନପୁର ସହର ମାଣିକେଶ୍ୱରୀ ପଡ଼ାରେ…

କୃଷକଙ୍କ ସମର୍ଥନରେ ରାଷ୍ଟ୍ରପତି ଭବନ ଯାଏ ଆଜି ରାଲି କରିବେ ରାହୁଲ, ଦିଲ୍ଲୀ ପୋଲିସ କହିଲା ଅନୁମତି ନାହିଁ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଜିଦରେ ଅଟଳ ଅଛନ୍ତି । ଏଭଳି ପରିସ୍ଥିତିରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କୃଷି ଆଇନ ତଥା ଚାଷୀଙ୍କ ସମର୍ଥନରେ ଦିଲ୍ଲୀ ବିଜୟଚୌକରୁ ରାଷ୍ଟ୍ରପତି ଭବନ ଏଯାଏ ଏକ ରାଲି କରିବେ । ରାହୁଲଙ୍କ ନେତୃତ୍ୱରେ ହେବାକୁ ଥିବା ଏହି…

ପ୍ରବଳ ଥଣ୍ଡାରେ ଥରୁଛି ଫୁଲବାଣୀ ଓ ଅନୁଗୁଳ, ୧୦ ଡିଗ୍ରୀ ସେଲସିୟସ୍ ତଳେ ୧୧ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଶୀତ ଚାଦର ତଳେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଛଠାରେ ଆଜି ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ୍ ରହିଛି । ଏହାସହ ୧୧ଟି ସହରରେ ପାରଦ ୧୦ ଡିଗ୍ରୀ…

ଅଲବିଦା ୨୦୨୦: ଦେଶରେ ଏସବୁ ଖବର ପାଲଟିଥିଲା ଟପ୍ ହେଡଲାଇନ୍ସ

ଭୁବନେଶ୍ୱର: ବିଦାୟ ବେଳାରେ ବର୍ଷ ୨୦୨୦ । ଚଳିତବର୍ଷ ଦେଶରେ ବହୁ ଛୋଟ ବଡ଼ ଘଟଣା ଘଟିଛି । ନ୍ୟାୟ ପାଇଛି ନିର୍ଭୟା । ହଥରସର ଜଘନ୍ୟକାଣ୍ଡର ମୂକସାକ୍ଷୀ ହୋଇଛି ବର୍ଷ ୨୦୨୦ । ଏବର୍ଷ ସୀମାରେ ଭାରତ-ଚୀନ ସୀମାରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ରାମମନ୍ଦିର ପାଇଁ ଶିଳାନ୍ୟାସ ହୋଇଛି । ନାଗରିକା…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡ଼ା: ବର୍ଷ ଶେଷରେ ରାଜ୍ୟରେ ଆକ୍ସନ ମୁଡକୁ ଆସିଛି ଭିଜିଲାନ୍ସ ଟିମ୍ । କୋଟିପତି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଘରେ ଘନ ଘନ ଚଢ଼ାଉ ହେଉଛି । ଆଜି ରାୟଗଡ଼ା ଡିଭିଜନ୍-୨ର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନାଁ ଉଦ୍ଧବ…