Latest Odisha News

BREAKING NEWS

ସ୍ତ୍ରୀ ନାଚିଲାନି ବୋଲି ଛାଡପତ୍ର ଦେଇ ନିଆଁରେ ପୋଡିହେଲା ସ୍ୱାମୀ

ମିରଟ: ସ୍ତ୍ରୀକୁ ବାରମ୍ବାର କହୁଥିଲା ଜିନ୍ସ ପିନ୍ଧିବାକୁ । ପ୍ରଥମେ ନିବେଦନ ପରେ ଧମକଚମକ । ଏପରିକି ସ୍ତ୍ରୀକୁ ନାଚିବାକୁ ବି ସ୍ୱାମୀ ବାଧ୍ୟ କରୁଥିଲା । ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ । ସ୍ୱାମୀ ନେଇଥିଲା ଚରମ ନିଷ୍ପତ୍ତି । ପ୍ରଥମେ ସ୍ତ୍ରୀକୁ ଛାଡପତ୍ର, ପରେ ନିଜ ଦେହରେ ନିଆଁ ବି…

ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚାକିରୀରୁ ଅବସର ନେବେ । ଆସନ୍ତା ଡିସେମ୍ବର ୩୧ତାଙ୍କ ଚାକିରୀର ଶେଷ ଦିନ ହେବ । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି…

କୃଷକ ଦିବସରେ ଭାରତକୁ ଆସିଲା ପ୍ରଥମ ଇଲେକ୍ଟ୍ରିକ୍ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ନୂଆ ଉଦ୍ଭାବନ । କୃଷକ ଦିବସରେ ଭାରତରେ ଲଂଚ ହେଲା ପ୍ରଥମ ଇଲେକ୍ଟ୍ରିକ ଟ୍ରାକ୍ଟର । ୟୁରୋପ, ଆମେରିକା ଓ ଆଫ୍ରିକା ସହ୧୩୦ଟି ଦେଶରେ କାୟା ବିସ୍ତାର କରିଥିବା ସୋନାଲିକା ଭାରତୀୟ ବଜାରକୁ ଆଣିଲା ଇଲେକ୍ଟ୍ରିକ ଟ୍ରାକ୍ଟର ଟାଇଗର ଇଲେକ୍ଟ୍ରିକ୍ । ଟାଇଗର…

କୁବେର ସାଜିଲା ମାଙ୍କଡ, ଗଛ ଉପରୁ କଲା ଟଙ୍କା ବର୍ଷା

ଉତ୍ତରପ୍ରଦେଶ: ମାଙ୍କଡଙ୍କ ବଦମାଶୀରେ ପ୍ରାୟ ସମସ୍ତେ ଅତିଷ୍ଠ ହୋଇପଡିଥାନ୍ତି । ଛାତ ଉପରେ କପଡା ଫିଙ୍ଗା ଫୋପଡାଠୁ ଆରମ୍ଭ କରି ଘରେ ପଶି ଉତ୍ପାତ ହେବାରେ ଏମାନେ ବେଶ ମାହିର । ହେଲେ ନିକଟରେ ଏକ ମାଙ୍କଡର କାରନାମା ସମସ୍ତଙ୍କୁ ଚକିତ କରିଥିଲା । ନୋଟ ଭର୍ତ୍ତି ଏକ ବ୍ୟାଗକୁ ଚୋରି କରିବା ପରେ…

କିଏ ଅଟକାଇଲା ରଜନୀକାନ୍ତଙ୍କ ଫିଲ୍ମର ସୁଟିଂ ?

ହାଇଦ୍ରାବାଦ: କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଚଳଚ୍ଚିତ୍ର ଜଗତ । ହେଲେ ଧିରେଧିରେ ସକ୍ରିୟ ହେବାରେ ଲାଗିଛି ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳାପ । ନିକଟରେ ଏହି ଧାରାରେ ସାମିଲ ହୋଇଥିଲେ ସୁପରଷ୍ଟାର ରଜନୀକାନ୍ତ । ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଫିଲ୍ମ…

ଜଗା ଦର୍ଶନ ପାଇଁ ଏସଓପି ଜାରି

ପୁରୀ: ଦୀର୍ଘ ନଅ ମାସ ପରେ ଆଜି ଶ୍ରୀମନ୍ଦିର ଖୋଲିଛି । ସେବାୟତ ଓ ତାଙ୍କ ପରିବାର ଲୋକେ ଚକାଆଖି ଦର୍ଶନ କରିଛନ୍ତି । ତିନି ଦିନ ଧରି ଏହି ଦର୍ଶନ ଚାଲିବ । ଏହା ପରେ ୨୬ ତାରିଖରୁ ପୁରୀର ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାର ବୟବସ୍ଥା ହୋଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ନୂଆ ଏସଓପି…

କରୋନା ଭାଇରସ୍‌ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ଅତି କମ୍‌ରେ ୮ ମାସ ପର୍ଯ୍ୟନ୍ତ ରହିଥାଏ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ଏହି ସମୟ ମଧ୍ୟରେ, କରୋନା ବିରୋଧରେ ପ୍ରତିରୋଧକ ଶକ୍ତି ବିଷୟରେ ଅନେକ ଆଲୋଚନା ହେଉଛି। ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଯେ କରୋନାରୁ ସୁସ୍ଥ ହେବା ପରେ ଅତି କମରେ ୮ ମାସ ପର୍ଯ୍ୟନ୍ତ ଏହି ରୋଗ …

ଆଜିଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ କର୍ଣ୍ଣାଟକରେ ରାତ୍ରି କର୍ଫ୍ୟୁ ଘୋଷଣା କଲେ ରାଜ୍ୟ ସରକାର

ବେଙ୍ଗାଲୁରୁ: ନୂତନ ପ୍ରକାରର କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଭାରତ ସମ୍ପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। କର୍ଣ୍ଣାଟକ ସରକାର ମଧ୍ୟ ଏ ବିଷୟରେ ସଚେତନ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ରାଜ୍ୟରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ…

ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହେବେ ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା

ମୁମ୍ବାଇ: ବଲିଉଡର ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଓ ସୁଧୀର ମିଶ୍ର । ଦୁହେଁ ନିଜନିଜ କ୍ୟାରିଅରରେ କେତେ ସଫଳ, ତାହାର ପ୍ରମାଣ ବୋଧ ହୁଏ ଆବଶ୍ୟକ ନାହିଁ । ଶୁଣିବାକୁ ମିଳିଛି କିଛି ହଟ୍‌କେ କରିବାକୁ ଯାଇ ଦୁହେଁ କୁଆଡେ ଏକାଠି ହେବାକୁ ଯାଉଛନ୍ତି । ମିଳିଥିବା ରିପୋର୍ଟ…

ଟେସଲାକୁ ଶସ୍ତାରେ କିଣିବାକୁ ଆପଲ୍‌କୁ ଅଫର୍‌ ଦେଇଥିଲେ‌ ମସ୍କ

ନୂଆଦିଲ୍ଲୀ: ଏକ ସମୟ ଥିଲା ଯେତେବେଳେ ବୈଦ୍ୟୁତିକ କାର ନିର୍ମାତା ଟେସଲା ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା। ଟେସଲା ମୁଖ୍ୟ ଏଲନ୍ ମସ୍କ ତାଙ୍କ କମ୍ପାନୀ ବିକ୍ରୟ କରିବାକୁ ଚାହୁଁଥିଲେ ଏବଂ ଏଲନ୍ ମସ୍କ ଏହାକୁ କିଣିବା ପାଇଁ ମୋବାଇଲ୍ ନିର୍ମାତା କମ୍ପାନୀ ଆପଲ୍‌କୁ ଅଫର୍‌ ମଧ୍ୟ ପ୍ରଦାନ…