Latest Odisha News

BREAKING NEWS

ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ

ଭୁବନେଶ୍ୱର : ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ ହୋଇଯାଇଛି। ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ନିତିଦିନିଆ ଜୀବନରେ ଭେଟିଥିବା ସାଧାରଣ ଚରିତ୍ର ମାନଙ୍କୁ ଅସାଧାରଣ ରୂପରେ…

ତୈଳ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କ ପତ୍ର

ନୂଆଦିଲ୍ଲୀ: ଦେଶରେ ତୈଳ ଦର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା ଜାହିର କରିଛନ୍ତି ।  ପେଟ୍ରୋଲ-ଡିଜେଲ୍‌ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ସୋନିଆ ଗାନ୍ଧୀ । ସେ ଲେଖିଛନ୍ତି ଦର ବୃଦ୍ଧି ଐତିହାସିକ ଏବଂ ଅବ୍ୟବହାରିକ ।  ଏହାସହ…

ପତ୍ନୀଙ୍କ ପରେ ଅଭିଷେକଙ୍କ ଶାଳୀଙ୍କୁ ସିବିଆଇର ସମନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କ ପରେ ଏବେ ଶାଳୀ ମେନକା ଗମ୍ଭୀରଙ୍କୁ ସିବିଆଇ ସମନ ଜାରୀ କରିଛି । କୋଇଲା ଚୋରା ଚାଲାଣ ନେଇ ୨୪ ଘଂଟା ମଧ୍ୟରେ ମେନକାଙ୍କୁ ହାଜର ହେବା ପାଇଁ ସିବିଆଇ ପକ୍ଷରୁ କୁହାଯାଇଛି…

ଆସନ୍ତା ଫେବୃଆରୀ ୨୮ରେ ସହିଦ କପ: ଏକାଠି ହେବେ ଅଭିନେତା, ରାଜନେତା 

ଭୁବନେଶ୍ୱର: ଫ୍ରେବୃଆରୀ ୨୮ ତାରିଖ ରବିବାର ଦିନ ଜୟଦେବ ବିହାର ଏନ-6 ପଡିଆ ଠାରେ "ସହୀଦ କପ" ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ମିଡିଆ, ଅଭିନେତା, ରାଜନେତା ଏବଂ ସଚିବାଳୟ ଅଧିକାରୀ ଟିମ, ଏହିପରି ୪ ଗୋଟି ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ପରସ୍ପର ମଧ୍ୟରେ ଭାଇ ଚାରାର ବାର୍ତା…

୨ ଦିନିଆ ମାଳଦ୍ୱୀପ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଂକର, ଦୁଇ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ଏସ.ଜୟଶଂକର । ମାଳଦ୍ୱୀପର ସର୍ବଦା ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ହୋଇ ଭାରତ ରହିବ ବୋଲି ମାଳଦ୍ୱୀପ ଗସ୍ତ କରୁଛନ୍ତି  ବୋଲି କହିଛନ୍ତି ଏସ.ଜୟଶଂକର । ସେ ଆହୁରି କହିଛନ୍ତି କି ଭାରତ ମାଳଦ୍ୱୀପ ସହିତ ୫ କୋଟି ଡଲାରର…

୨୦୨୨ରେ ଲଂଚ କରାଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଉତକ୍ଷେପଣ ୨୦୨୨ରେ ହେବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କ.ଶିବନ କହିଛନ୍ତି । ଚନ୍ଦ୍ରଯାନ-୨ ପରି ଏଥିରେ ମଧ୍ୟ ଲ୍ୟାଣ୍ଡର ଓ ରୋଭର ରହିବ । ତେବେ ଚନ୍ଦ୍ରଯାନ-୩ର କକ୍ଷପଥ ରହିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୨୦…

ମହାରାଷ୍ଟ୍ର ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା, ପୁଣେରେ ବି ନାଇଟ କର୍ଫ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ପ୍ରକୋପ ବଢୁଛି । ରାଜ୍ୟରେ କିଭଳି ଭାବେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ସେଠାକାର ସରକାର ଓ ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡରେ ରହିଛି । ଅମରାବତୀ ଡିଭିଜିନାଲ୍ ଜିଲ୍ଲାପାଳ ରବିବାର ଅମରାବତୀ, ଅକୋଲା,…

ଆଉ ୨ ବିଧାୟକଙ୍କ ଇସ୍ତଫା, ସଙ୍କଟରେ ପୁଡୁଚେରୀ ସରକାର

ପୁଡୁଚେରୀ: ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ପୁଡୁଚେରୀ ସରକାର ସଙ୍କଟରେ ପଡିଛି । ରବିବାର ଶାସକ କଂଗ୍ରେସ ଦଳର ବିଧାୟକ କେ.ଲକ୍ଷ୍ମୀନାରଣ ଏବଂ ଡିଏମକେର ଭେଙ୍କେଟସାନ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ଚିନ୍ତାରେ ପଡି ଯାଇଛନ୍ତି । ପୂର୍ବରୁ ମଲାଦି କ୍ରିଷ୍ଣାରାଓଙ୍କ…

ଉତ୍କଳ- ପ୍ରତିଟି ଓଡ଼ିଆ ପ୍ରାଣର ପ୍ରତିଧ୍ୱନି

(ମାତୃଭାଷା ଦିବସ ଅବସରରେ ସ୍ୱତନ୍ତ୍ର ଆଲେଖ୍ୟ) ଓଡ଼ିଆ – କେବଳ ଏକ ଭାଷା ନୁହେଁ , ଏହା ପ୍ରତିଟି ଓଡ଼ିଆଙ୍କ ଛାତି ତଳେ ଚାପି ରହିଥିବା ସେହି ଅଖଣ୍ଡ ଶକ୍ତିଟିଏ । ଐକ୍ୟ ଓ ଅଖଣ୍ଡତାର ସମାହାରରେ ପୁଷ୍ପିତ , ଆର୍ଯ୍ୟରଷିମାନଙ୍କ ଉଦରା ମାନବିକତାର ଏକ ଶ୍ରେଷ୍ଠ ଉଚ୍ଚାରଣ ବସୁଧୈବ କୁଟୁମ୍ବକମ,…

ପଶ୍ଚିମବଙ୍ଗରେ ୧ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍, ଦିଦିଙ୍କ ବଡ଼ ନିଷ୍ପତ୍ତି

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ବଡ ଘୋଷଣା । ସରକାର ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଏକ ଟଙ୍କାରେ ହ୍ରାସ କରିଦେଇଛନ୍ତି । ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଇନ୍ଧନର ମୂଲ୍ୟକୁ ନେଇ ରବିବାର ସୂଚନା ଦେଇଛନ୍ତି । କୋଲକାତାରେ ରବିବାର ପେଟ୍ରୋଲ ମୂଲ୍ୟ ୯୧.୭୮ ଟଙ୍କା…