ଭୁବନେଶ୍ୱରରୁ ୪୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୩୨ ଲୋକାଲ୍ କେସ୍
ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି।
ବିଏମସିର ଟ୍ବିଟ୍ ଅନୁଯାୟୀ ୪୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୩୨ ଜଣ କରୋନା…