ଆସୁଛି ଏହି ନୂଆ ବ୍ୟବସ୍ଥା: ଜଣାପଡ଼ିବ ଔଷଧ ନକଲି କି ଅସଲି !
ଭୁବନେଶ୍ୱର: ଔଷଧ ଅସଲି କି ନକଲି ଜାଣିବା ପାଇଁ ଆସୁଛି ଏକ ନୂଆ କୌଶଳ । ଏହାଦ୍ୱାରା ଗ୍ରାହକ ଠକେଇ ହେବାରୁ ବଞ୍ଚିତ ହେବା ନେଇ ଆଶା ପ୍ରକାଶ ପାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ସବୁ ଔଷଧ ସାମଗ୍ରୀର ପ୍ୟାକ୍ ଉପରେ ରହିବ କ୍ବିକ୍ ରେସପନ୍ସ (କ୍ୟୁଆର୍) କୋଡ଼ । ଏହାଦ୍ୱାରା କେଉଁ ଔଷଧ…