ଏଥର ୩୦ ଦିନ ପର୍ଯ୍ୟନ୍ତ ରହିବ କୁମ୍ଭ ମେଳା
ନୂଆଦିଲ୍ଲୀ: ଜାରି ରହିଥିବା କରୋନାଭାଇରସ୍ ମହାମାରୀର ପ୍ରଭାବ ଯୋଗୁଁ ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ କୁମ୍ଭ ମେଳାକୁ ୩୦ ଦିନ ପାଇଁ ସୀମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ ଗୁରୁବାର ଦିନ କହିଛନ୍ତି।
ମାର୍ଚ୍ଚ ଶେଷ ସୁଦ୍ଧା ସରକାର ଏହି ବିଜ୍ଞପ୍ତି…