Latest Odisha News

BREAKING NEWS

୨୦ରୁ ରାଜ୍ୟରେ ମିଳିବ ଟେଲିମେଡିସିନ୍ ସେବା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହି ସେବା ମିଳିବ । କରୋନା ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ…

ସାଓମି ଟିଭି ଷ୍ଟିକ୍ ଲଞ୍ଚ, ସାଧାରଣ ଏଲଇଡ଼ି/ଏଲସିଡ଼ି ଟିଭିଗୁଡ଼ିକୁ ସ୍ମାର୍ଟ ଟିଭି  କରିବାରେ ସକ୍ଷମ ହେବ

ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ସାଓମି ଏହାର ଫାୟାର ଟିଭି ଷ୍ଟିକ୍ ମି ଟିଭି ଷ୍ଟିକ୍ ଲଞ୍ଚ କରିଛି। ଆଣ୍ଡ୍ରଏଡ୍ ଟିଭି ପ୍ଲାଟଫର୍ମରେ ଚାଲୁଥିବା ଏହି ଟିଭି ଷ୍ଟିକ୍ ମାଧ୍ୟମରେ ଯେକୌଣସି  ସାଧାରଣ ଏଲଇଡ଼ି କିମ୍ବା ଏଲସିଡ଼ି ଟିଭି ସ୍ମାର୍ଟ ଟିଭିରେ ପରିଣତ ହୋଇପାରିବ | ଏହି ଫାୟାର…

ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, କୂଲଭୂଷଣଙ୍କୁ ଭେଟିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ଭୁବନେଶ୍ୱର: ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା ଭାରତୀୟ ନାଗରିକ କୂଲଭୂଷଣ ଯାଦବଙ୍କୁ ମିଳିଛି ଦ୍ୱିତୀୟ କନସୁଲାର ଆସେସ୍ । ଇସଲାମାବାଦ୍ ତାଙ୍କୁ ଦ୍ୱିତୀୟ ଥର ପାଇଁ କନ୍‌ସୁଲାର ଆସେସ ଯୋଗଇ ଦେଇଛନ୍ତି । କୂଟନୈତିକ ଅନୁମତି ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ…

ଚୀନ ଆପ ବ୍ୟାନର ପ୍ରଭାବ, ପେଡି ପୁଟୁଲି ବାନ୍ଧିବା ଆରମ୍ଭ କଲା ଆଲିବାବା

ନୂଆଦିଲ୍ଲୀ: ଭାରତ ସରକାର ୫୯ ଚୀନ ଆପ ବ୍ୟାନ କରିବା ପ୍ରଭାବ ପକାଇବା ଆରମ୍ଭ କରିଛି । ଇ-କମର୍ସ କମ୍ପାନୀ ଆଲିବାବା ଭାରତରୁ ପେଡି ପୁଟୁଳି ବାନ୍ଧିବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ୟୁସି ବ୍ରାଉଜର, ଭିମେଟ୍ ଓ ୟୁଜି ନ୍ୟୁଜର କାରୋବାର ଭାରତରେ ଏକପ୍ରକାର ବନ୍ଦ ହୋଇଯାଇଛି । କମ୍ପାନୀ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୪୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୪୦୧ ଜଣଙ୍କ ମଧ୍ୟରୁ ଯାଜପୁରରୁ ୯୮, ୮୪ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୪୬, ୩୬ ଜଣ ଗଜପତି, ୧୭ ଜଣ…

ଲତା ମଙ୍ଗେସକରଙ୍କ ପ୍ରଶଂସାରେ ଭାବ ପ୍ରବଣ ହୋଇ ପଡିଲେ ହ୍ରିତିକ

ମୁମ୍ବାଇ: ରୋଶନଲାଲ ନାଗରଥଙ୍କ ଜନ୍ମଦିବସ ଅବସରରେ ମହାନ ଗାୟିକା ଲତା ମଙ୍ଗେସକରଙ୍କ ତାଙ୍କ ସ୍ମୃତିଚାରଣ କରିବା ସହ ଟୁଇଟ କରିଥିଲେ । ସୂଚନାଯୋଗ୍ୟ, ବଲିଉଡର ଷ୍ଟାର ହ୍ରିତିକ ରୋଶନଙ୍କ ଜେଜେ ବାପା ହେଲେ ରୋଶନଲାଲ । ଲତା ତାଙ୍କ ଟୁଇଟରେ ଲେଖିଥିଲେ ନମସ୍ମାର । ଆଜି ମହାନ ସଙ୍ଗୀତକାର…

ତିରୁପତି ମନ୍ଦିରରେ ପଶିଲା କରୋନା; ୧୪ ପୂଜକ ସଂକ୍ରମିତ

ତିରୁମାଲା: କରୋନା ଭାଇରସ ସଂକ୍ରମଣ ଚାରିଆଡେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସବୁଠି କରୋନା ପ୍ରବେଶ କରିଥିବା ବେଳେ ତିରୁପତି ମନ୍ଦିରର ୧୪ ପୂଜକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର…

କେଶ ପାଇଁ ଦେଶୀ ଘିଅ !

ଭୁବନେଶ୍ୱର: ପ୍ରାୟ ସମସ୍ତେ ଘିଅର ବ୍ୟବହାର ଖାଦ୍ୟରେ ଓ ପୂଜା ସାମଗ୍ରୀରେ କରିଥିବେ କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଆୟୁର୍ବେଦରେ ଘିଅର ଏହି ଚତ୍ମକାରୀ ଉପକାରିତା ବିଷୟରେ ଅନେକ ଲେଖା ରହିଛି । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଘିଅର ଆବଶ୍ୟକତା ଅନେକ…

ମୋତେ ମାଇ ଲର୍ଡ ନ କହି ସାର୍ କୁହ କହି ଚର୍ଚ୍ଚାରେ କୋଲକାତା ମୁଖ୍ୟ ବିଚାରପତି ମାନ୍ୟବର ଟିବିଏନ ରାଧାକ୍ରିଷ୍ଣନ

କୋଲକାତା:କୋଲକାତା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ମାନ୍ୟବର ଟିବିଏନ ରାଧାକ୍ରିଷ୍ଣନ ଏବେ ଚର୍ଚ୍ଚାରେ । କଣ ପାଇଁ ସେ ଏବେ ଚର୍ଚ୍ଚାରେ ଆସନ୍ତୁ ଜାଣିବା । ପ୍ରାୟତଃ ମୁଖ୍ୟ ବିଚାରପତିଙ୍କୁ ମାଇ ଲର୍ଡ କିମ୍ବା ଲର୍ଡଶିପ୍ କହି ନ୍ୟାୟିକ ଅଧିକାରୀମାନେ ସମ୍ବୋଦ୍ଧିତ କରିଥାନ୍ତି । ମାତ୍ର…

ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ହିସାବ ଦେଲେ ସରକାର

ଭୁବନେଶ୍ୱର: ଓଡ଼ିଶା ଆଥଲେଟ ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ତାହାର ହିସାବ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦୂତୀଙ୍କୁ ମିଳିଥିବା ସହାୟତା ନେଇ ଆର୍ଥିକ ବିବରଣୀ ଦେଇଛନ୍ତି । ୨୦୧୮ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ୩ କୋଟିର ଭତ୍ତା…