Latest Odisha News

BREAKING NEWS

ନିଆରା ବାହାଘର:ମାଓବାଦୀଙ୍କ ବିବାହ ଉତ୍ସବରେ ବାଜାବାଲା ସାଜିଲେ ଏସ୍‌ପି

ମାଲକାନଗିରି: ମାଲକାନଗିରି ସିମାନ୍ତରେ ଥିବା ଛତିଶଗଡ ଦନ୍ତେୱାଡା ଜିଲ୍ଲାର ଏକ ନିଆରା ବାହାଘର ଉତ୍ସବ ଦେଖିବାକୁ ମିଳିଛି । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୧୫ ଯୋଡି ବାହା ଘର ହୋଇଛି । ୧୫ ବରକୁ ୧୫ କନିଆଁ ପୁଣି ଗୋଟିଏ ବେଦୀରେ ବାହା ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି, ଏହା…

ଦେଶରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ପଶୁ ଅପରାଧର ଶିକାର ହୋଇଛନ୍ତି

ନୂଆଦିଲ୍ଲୀ: ଭାରତରେ ପଶୁମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ପ୍ରାୟ ୫ ଲକ୍ଷ ପ୍ରାଣୀ ଅପରାଧର ଶିକାର ହୋଇଛନ୍ତି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆନିମଲ୍ ପ୍ରୋଟେକସନ୍ ଅର୍ଗାନାଇଜେସନ୍ସ (FIAPO) ଏବଂ ଅଲ୍ କ୍ରିଏଟିଭ୍ ଗ୍ରେଟ୍ ଆଣ୍ଡ…

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍, ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ

ଜୟପୁର: ପୋଲିସ ହାତରେ ବାଇକ ଚୋରି ରାକେଟ୍ । ଜୟପୁର ଟାଉନ୍ ଥାନା ପୋଲିସ୍ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ଏଥିରେ ୩ ଜଣ ଯୁବକ ଓ ୨ ଜଣ ନାବାଳକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ପୋଲିସ ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ କରିଛି । ଅଭିଯୁକ୍ତମାନେ ଚୋରି ବାଇକ୍…

ଜାତିସଂଘ ସୁରକ୍ଷା ପରିଷଦର ପ୍ରମୁଖ ପ୍ରସଙ୍ଗ ଉପରେ ଘନିଷ୍ଠ ଭାବେ କାର୍ଯ୍ୟ କରିବେ ଭାରତ ଏବଂ ରୁଷିଆ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ପ୍ରମୁଖ ପ୍ରସଙ୍ଗ ଉପରେ ଭାରତ ଏବଂ ରୁଷିଆ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଏଜେଣ୍ଡା ଉପରେ ଥିବା ପ୍ରସଙ୍ଗଗୁଡିକ…

ଶେଷ ୨ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୨ଟି ମ୍ୟାଚ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଦଳ ଘୋଷଣା କରିଛି । ଉମେଶ ଯାଦବ ଫିଟନେସ ଟେଷ୍ଟରେ ପାସ୍ ହେଲେ ଦଳ ସହିତ ଯୋଗ ଦେବେ । ଶାହାବାଜ ନଦୀମ ଦଳରୁ ରିଲିଜ କରାଯାଇଛି । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ ସମାନ…

ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ଜେଫ୍ ବେଯୋଶ୍

ନୂଆଦିଲ୍ଲୀ: ଆମାଜନ ସିଇଓ ଜେଫ୍ ବେଯୋଶ୍ ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷକୁ ଆସିଛନ୍ତି । ଟେସ୍ଲା ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ଟେସ୍ଲା ଇନ୍ସ ସେୟର୍ସ ଖସିଯିବାରୁ ଏଲନ୍ ମସ୍କ ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି ।  ବ୍ଲୁମବର୍ଗ…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡୁ ପ୍ଲେସିସ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ଫାପ୍ ଡୁ ପ୍ଲେସିସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ତୃତୀୟ ସଫଳ ଅଧିନାୟକ ଓ ୧୦ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଡୁ ପ୍ଳେସି ୨୦୧୨ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ…

ଏମ୍‌.ଜେ ଆକବର ଏବଂ ପ୍ରିୟା ରମାନି ‘ମିଠୁ’ ମାମଲା; ନିର୍ଦ୍ଦୋଷରେ ଖଲାସ ହେଲେ ପ୍ରିୟା ରମାନି

ନୂଆଦିଲ୍ଲୀ: ଏମ୍‌.ଜେ ଆକବର୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ତଥା ପୂର୍ବତନ ସାମ୍ବାଦିକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ଅଭିଯୋଗରେ ଦିଲ୍ଲୀର ଏକ କୋର୍ଟ ବୁଧବାର ଦିନ ଏମ.ଆର ଆକବରଙ୍କ ମିଠୁ ମାମଲାରେ ରାୟ ପ୍ରକାଶ କରିଛନ୍ତି। କୋର୍ଟ ପୂର୍ବତନ ସାମ୍ବାଦିକା ପ୍ରିୟା…

ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ବିରୋଧ 

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବା ପଦକ୍ଷେପକୁ ବିରୋଧ । ପ୍ରତିବାଦରେ ଗୋପାଳପୁର-ବ୍ରହ୍ମପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ମତ୍ସ୍ୟଜୀବୀ । ସମୁଦ୍ର କୂଳରୁ ଡଙ୍ଗାଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ  ମତ୍ସ୍ୟଜୀବୀଙ୍କ ତରଫରୁ…

ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା: ଆଉ ୪ ମୃତଦେହ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୫୧ କୁ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର ସକାଳେ ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୫୧ କୁ ବୃଦ୍ଧି ପାଇଛି ବୋଲି ପୋଲିସ କହିଛି। ମଙ୍ଗଳବାର ଦିନ ୨୦ ଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୪୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ…