Latest Odisha News

BREAKING NEWS

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍

ନୂଆଦିଲ୍ଲୀ: ଆଜଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ବାଟିକା । ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗ ଫୁଲ ଦେଖି ପାରିବେ ଦର୍ଶକ । ଆଜିଠାରୁ ମାର୍ଚ୍ଚ ୨୧ ତାରିଖ ଯାଏ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମୋଗଲ ବାଟିକା ବୁଲିବାର ସୁଯୋଗ ପାଇବେ ଦର୍ଶକ । ୧୫ ଏକର…

ଏକାମ୍ର କ୍ଷେତ୍ର ବାଇ ଲ’ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ର ପାଇଁ ଡ୍ରାଫ୍ଟ ବାଇ ଲ’ ପ୍ରତ୍ୟାହାର ଦାବି ତେଜିଲା । ଭୁବନେଶ୍ୱରରୁ ଅସନ୍ତୋଷର ସ୍ୱର ଦିଲ୍ଲୀ ଦରବାର ଯାଏ ତେଜିଛି । ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ ନେତା । ଲୋକସଭାରେ ବିଜେଡି…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୧୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନାକୁ ହ୍ରାସ କରିବା ଲାଗି ଅନେକ ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ଦେଶରେ ଏହାର ଦ୍ବିତୀୟ ଡୋଜ୍‌ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ସତ୍ତ୍ବେ ନୂତନ ମାମଲା ମଧ୍ୟ ଲଗାତାର୍‌ ବଢିବାରେ ଲାଗିଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୧୩…

ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ରହିଛି ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ହିମସ୍ଖଳନ ଏବଂ ବନ୍ୟା ପରି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ହିମାଳୟ ପରିସରର ଭାରତୀୟ ପାର୍ଶ୍ୱରେ ୫୦୦୦ ରୁ ଅଧିକ ଗ୍ଲାସିଅଲ୍ ହ୍ରଦକୁ ମ୍ୟାପ୍ କରିବା ପରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ୫୦୦ ରୁ…

ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ଥାନାରେ ଏତଲା, ତଦନ୍ତ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ମାମଲା ରୁଜୁ ପରେ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍…

ଟ୍ୱିଟର୍‌ ଉପରେ ଏଭଳି ଅଭିଯୋଗ ଆଣିଲେ ଅଭିନେତ୍ରୀ ରିଚା

ନୂଆଦିଲ୍ଲୀ: ଅଭିନେତା ରିଚା ଚଢା ଅଭିଯୋଗ କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଲୋକଙ୍କୁ ତାଙ୍କୁ ଅନୁସରଣ କରିବାରେ ବାରଣ କରୁଛି। ସେ ନିଜ ଟ୍ୱିଟର ପ୍ରୋଫାଇଲର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଯାହା ଉପରେ ସାଧାରଣ 'ଫଲୋ' ବଟନ୍ ବଦଳରେ ଏକ "ପେଣ୍ଡିଂ" ବଟନ୍ ଦେଖିବାକୁ…

ରାଜ୍ୟରେ ୬୦ ତଳକୁ ଖସିଲା ଦୈନିକ କରୋନା କେସ୍, ଅଧା ଓଡ଼ିଶାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫ଟି । ୧୫ ଜିଲ୍ଲାରୁ ଚିହ୍ନଟ…

କବିତା: ଜୀବନ

ମିହିର ତ୍ରିପାଠୀ ପଚାରେ ମୁଁ ମୋ ଜୀବନକୁ ସେ କାହିଁ ହଇଚଇ ହେଉଛି ଚଳିବନି କି ଶାନ୍ତ ରହିଲେ ତୁଛାରେ ସେ କାହିଁ ଡେଉଁଛି ଆଗୁଆ ରହି ଉଖାଡିବ କି ବେଶୀ କାହିଁ ଭାଉ ଖାଉଛି ଅନ୍ୟ ଠାରୁ ସେ ଅଲଗା ରହି ନିଆରା କି ସୁଖ ପାଉଛି ଠିକ୍ ଲାଗୁନି ସବୁ ଜାଣିକି ଚୁପ୍…

ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ

କୋରାପୁଟ: ଓଡ଼ିଶାର କଡ଼ା ବିରୋଧ ସତ୍ତ୍ୱେ ଶୁଣିଲାନି ଆନ୍ଧ୍ରପ୍ରଦେଶ । କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିଛି ଆନ୍ଧ୍ରପ୍ରଦେଶ । ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଭୋଟିଂ । ସେହିପରି ୧୭ ତାରିଖରେ କୋଟିଆର ତିନିଟି ଗାଁରେ ମତଦାନ ହେବ । କୋଟିଆରେ…

ଆଜିଠୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କରୋନା ଟିକାକରଣର ଦ୍ୱିତୀୟ ଡୋଜ୍ ଶନିବାର ଦିନ ଭାରତରେ ଆରମ୍ଭ ହେବ। ଅର୍ଥାତ୍ ଆଜି ସେହି ଲୋକମାନଙ୍କୁ ଟିକା ଦିଆଯିବ ଯେଉଁମାନେ ୨୮ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୬ରେ ଟିକାକରଣ କରିଥିଲେ। ଉଲ୍ଲେଖ ଥାଉ କି, ଜାନୁଆରୀ ୧୬ ରେ, ୨୦୨,୦୦୦ ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍…