Latest Odisha News

BREAKING NEWS

ରାୟଗଡ଼ା-କୋରାପୁଟ ରାସ୍ତାରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡ଼ା: ଜଳିଗଲା ଯାତ୍ରୀବାହୀ ବସ୍ । ରାୟଗଡ଼ା-କୋରାପୁଟ ରାସ୍ତାର ସିରିକୋଣା ତାରିଣୀ ମନ୍ଦିର ପାଖରେ ଏହି ଅଘଟଣ ଘଟିଛି । ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ । ଗତକାଲି ରାତି ପାଖାପାଖି ଗୋଟାଏ ବେଳେ…

ପରଲୋକରେ ନାଟ୍ୟକାର କୁଞ୍ଜ ରାୟ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ, ଔପନ୍ୟାସିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ବ୍ୟକିତ୍ୱ କୁଞ୍ଜ ରାୟ । ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । 'ଅଗ୍ନିସ୍ନାନ', 'କେଉଁ ନଦୀ ମୁହାଣରେ',…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୧୩-୨-୨୦୨୧ ଶନିବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଫେବୃୟାରୀ ତା୧୩ ରିଖ ଶନିବାର କୁମ୍ଭ ୨ ଦିନ ମାଘ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଆଜିର ଘାତ ଚନ୍ଦ୍ର-: ମିଥୁନ…

ନାଟକ ଏକାଡେମୀ ତରଫରୁ ସନ୍ୟାସୀ ମହାରଣାଙ୍କୁ ମିଳିଲା ୨୦୨୧ ମସିହାର ରଙ୍ଗମଞ୍ଚ ସମ୍ମାନ

ବ୍ରହ୍ମପୁର : ବ୍ରହ୍ମପୁର ନାଟକ ଏକାଡେମୀ ତରଫରୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ପ୍ରଯୋଜକ ନିର୍ଦ୍ଦେଶକ ସନ୍ୟାସୀ ମହରଣାଙ୍କୁ ଚଳିତ ୨୦୨୧ ମସିହା ରଙ୍ଗମଞ୍ଚ ସମ୍ମାନ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରେଇବା ପାଇଁ ଶ୍ରୀ ମହାରଣା ଅନେକ କ୍ଷୁଦ୍ର…

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି । ପଞ୍ଜାବ, ଜାମ୍ମୁ କାଶ୍ମୀର, ହରିୟାଣା ଓ ଉତ୍ତରାଖଣ୍ଡରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ନୋଏଡା ଓ ରାଜସ୍ଥାନର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ ହୋଇଛି…

କୋଟିଆରେ ଆନ୍ଧ୍ର କରୁଥିବା ନିର୍ବାଚନରେ ଭାଗ ନନେବାକୁ ବିଜେପିର ଅପିଲ୍

ଭୁବନେଶ୍ବର : ଆସନ୍ତାକାଲି କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ରପ୍ରଦେଶ । ହେଲେ ଏହି ନିର୍ବାଚନରେ ଭାଗ ନନେବାକୁ କୋଟିଆ ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କୁ ଅପିଲ କରିଛି ରାଜ୍ୟ ବିଜେପି । ସୀମାନ୍ତ ଅଞ୍ଚଳରେ ଆନ୍ଧପ୍ରଦେଶର ସରକାରୀ ଅଫିସର କିଛି ଲୋକଙ୍କୁ ପ୍ରଭାବିତ କରିବାକୁ…

ଦ୍ୱିତୀୟ ଚେଷ୍ଟାରେ ଫିଟନେସ ଟେଷ୍ଟ ପାସ୍ କଲେ ଜୟଦେବ, ଈଶାନ ଓ ସିଦ୍ଧାର୍ଥ

ମୁମ୍ବାଇ: ବିସିସିଆଇ ଫିଟନେସ ଟେଷ୍ଟରେ ବିଫଳ ହୋଇଥିବା ୬ଜଣ ଖେଳାଳିଙ୍କ ମଧ୍ୟ ଶୁକ୍ରବାର ୩ଜଣ ସେମାନଙ୍କ ଦ୍ୱିତୀୟ ଚେଷ୍ଟାରେ ସଫଳ ହୋଇଛନ୍ତି । ଏହି ଖେଳାଳିମାନେ ହେଲେ ଜୟଦେବ ଉନାଡକଟ, ଈଶାନ କିଶାନ ଓ ସିଦ୍ଧାର୍ଥ କୌଲ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟରେ ସଞ୍ଜୁ ସାମସନ, ଈଶାନ…

ବିଶାଖାପାଟଣାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ମୃତ

ବିଶାଖାପାଟଣା : ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ଘାଟି ତଳକୁ ଖସିଲା ବସ । ଦୁର୍ଘଟଣାରେ ୮ ଜଣଙ୍କ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ବିଶାଖାପାଟଣାରେ ଘାଟି ତଳକୁ ଖସି ପଡ଼ିଥିଲା ବସ । ଦୁର୍ଘଟଣାରେ ୮ ଜଣ ପର୍ଯ୍ୟଟକଙ୍କ ଘଟଣାସ୍ଥଳରେ…

ମେ ୧ରୁ ଭୁବନେଶ୍ୱରରୁ ପାଟନାକୁ ଉଡିବ ବିମାନ

ଭୁବନେଶ୍ୱର: ଆସନ୍ତା ମେ ୧ ତାରିଖରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ ପାଟନାକୁ ଦୈନନ୍ଦିନ ବିମାନ ଉଡାଣ କରାଯିବ। ମାର୍ଚ୍ଚ ୨୮ରୁ ୨୨ ନୂଆ ଫ୍ଲାଇଟ ଉଡିବା ଆରମ୍ଭ କରିବ ବୋଲି ବିଜନେସ୍ ଓ୍ବାଲ୍ଡ ରିପୋର୍ଟରୁ ପ୍ରକାଶ। ସେହିପରି ଆରସିଏସ୍ ଯୋଜନା ଅନ୍ତର୍ଗତ ଅଗରତାଲା-ଅଜୱଲ୍,…

ଓଡ଼ିଶାରୁ ସୁସ୍ଥ ହେଲେ ୭୧ ନୂଆ କରୋନା ରୋଗୀ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୫୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…