ଜନସାଧାରଣଙ୍କୁ ମନା ପୁରୀ ସରକାରୀ କାର୍ଯ୍ୟାଳୟ
ପୁରୀ: କରୋନା ମୁକାବିଲା ଯୋଗୁଁ ଆଗାମୀ ୧୫ ଦିନ ଯାଏଁ ପୁରୀର ସରକାରୀ କାର୍ଯ୍ୟାଳୟ ଗୁଡିକରେ ଜନସାଧାରଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଥାନା ଏବଂ ଡାକ୍ତରଖାନା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ…